Latest Odisha News

BREAKING NEWS

ସମୁଦ୍ରରୁ ଉଦ୍ଧାର ହେଲା ୨୭ କେଜି.ର ମାଛ

ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିକଟ ଦୀଘା ମୁହାଣରୁ ମତ୍ସ୍ୟଜୀବୀମାନେ ପ୍ରାୟ ୨୭ କେଜି. ଓଜନର ଏକ ମାଛ ଧରିଛନ୍ତି । ଉକ୍ତ ମାଛର ନାମ 'ଭେକ୍ଟି’ ମାଛ ବୋଲି ଜଣାପଡିଥିଲା ବେଳେ ନିଲାମ କେନ୍ଦ୍ରରେ ଏଆରଏମ୍ ନାମକ ଏକ ଫାର୍ମାସିଟ୍ୟୁକାଲ୍ କମ୍ପାନି ୪ ଲକ୍ଷ ଟଙ୍କାରେ କିଣିଥିବା ସୂଚନା…

ଆଉ ଦିନକ ପରେ ଦୀପାବଳି; କେଉଁଠି ହୁଏ କିପରି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ।ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ…

ମିକ୍ସଚର ମେସିନ ଧକ୍କାରେ ପ୍ରାଣ ହାରାଇଲେ ବୃଦ୍ଧ

ପୁରୀ: ପୁରୀ ମୋଚିସାହି ଛକରେ ରାସ୍ତା ନିର୍ମାଣରେ ବ୍ୟବହୃତ ମିକ୍ସଚର ମେସିନ ସହ ଧକ୍କା ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ତ୍ରିନାଥ ପାଳ। ଧୂପକାଠି ବ୍ୟବସାୟ କରୁଥିବା ତ୍ରିନାଥ ଆଜି ଅପରାହ୍ନରେ ସାଇକେଲ ଯୋଗେ ଯାଉଥିବାବେଳେ ମୋଚିସାହି ଛକ…

ପିଜି ପ୍ରବେଶିକା ପରୀକ୍ଷା; ବଦଳିଲା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖକୁ ପୁଣି ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଏହି ମେରିଟ୍ ଲିଷ୍ଟ ନଭେମ୍ବର ୧୬ ତାରିଖ ପରିବର୍ତ୍ତେ ଏବେ ନଭେମ୍ବର ୨୧ ତାରିଖରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଲକି ଅଲ୍ଲିଙ୍କ ଭିଡିଓ !

ମୁମ୍ବାଇ: ଇଣ୍ଡି-ପପ୍ ଗାୟକ ଲକି ଅଲ୍ଲି । ଭିନ୍ନ ଧାରାରେ ବୋହୁଥିବା ଏହି ଗାୟକଙ୍କୁ ବଲିଉଡ ସିଙ୍ଗର୍ କହିଲେ ଭୁଲ ହେବ । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ଅନେକ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ । ତାଙ୍କ ନିଆରା ତଥା ଅନନ୍ୟ ସ୍ୱର ସହ ଆଜି ପର୍ଯ୍ୟନ୍ତ କେହି ବି ସମକକ୍ଷ…

ମହାପ୍ରସାଦର ମହାପରମ୍ପରା

ଶ୍ରୀଜୀଉଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି…

ୱେବ୍ ସିରିଜ୍ ଦେଲା ପ୍ରତୀକଙ୍କୁ ବଲିଉଡ୍ ଟିକଟ !

ମୁମ୍ବାଇ: ପ୍ରତିଭାବାନ ଅଭିନେତା ପ୍ରତୀକ ଗାନ୍ଧୀ । ସ୍କାମ୍ 1992: ଦ ହର୍ଷଦ୍ ମେହତା ଷ୍ଟୋରୀ ଭଳି ୱେବ୍ ସିରିଜରେ ତାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଖାଲି ଅଭିନୟ ନୁହେଁ ବରଂ ଏହି ୱେବ୍ ସିରିଜ୍ ଜରିଆରେ ପ୍ରତୀକ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଶେଷରେ…

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ…

ଗିରଫ ହେଲେ କୋଟିପତି କିରାଣୀ; ଜାଣନ୍ତୁ, ସମ୍ପତ୍ତିର ମୂଲ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟିମ୍ ତାଙ୍କ ସୁନ୍ଦରପଦା ସ୍ଥିତ ଘର, କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡୁଲପୁର ଗ୍ରାମର…

ସ୍ତ୍ରୀ ପଠାଉଥିଲା ସ୍ୱାମୀକୁ ନଣନ୍ଦର ଅଶ୍ଳୀଳ ଫଟୋ !

ମଧ୍ୟପ୍ରଦେଶ: ଇନ୍ଦୋର ସହରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ମହିଳା ନିଜ ସ୍ୱାମୀକୁ ବ୍ଲାକ୍‌ମେଲ୍ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରିନଥିଲେ । ଆଉ ଏଥିପାଇଁ ଅନ୍ୟ କାହାରି ନୁହେଁ ବରଂ ସ୍ୱାମୀର ଭଉଣୀ ଅର୍ଥାତ ନିଜ ନଣନ୍ଦର ଅଶ୍ଳୀଳ ଫଟୋ ସେ ନିଜ ସ୍ୱାମୀର ମୋବାଇଲକୁ…