Latest Odisha News

BREAKING NEWS

ଆଉ ୧୦ ମହାରଣା ସେବାୟତ କରୋନା ପଜିଟିଭ

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଆଉ ୧୦ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା କଲେକ୍ଟର ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ମୋଟ ୧୮ ଜଣ ସେବାୟତଙ୍କ ସମେତ ୧୨ ଜଣ ମହାରାଣା ସେବାୟତ ଏବଂ ୬ ଜଣ ଭୋଇ କରୋନା ସଂକ୍ରମିତ ହୋଇଛନ୍ତି…

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋଭିଡ-୧୯ ରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଭାଇରସ ଏତେ ସଂଖ୍ୟକ ଲୋକଙ୍କୁ ନେଇଗଲା ଯେଉଁମାନେ ଆମ ନିକଟତର ଥିଲେ। ସେମାନଙ୍କ ପରିବାର ପ୍ରତି ମୋର…

କରୋନାର ମୂଳପୋଛ ପାଇଁ ମାରାଙ୍ଗ ବୁରୁଙ୍କ ନିକଟରେ ମାନସିକ

ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ…

କରୋନାରେ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ

ଉତ୍ତରାଖଣ୍ଡ: ପରିବେଶବିତ୍ ତଥା ଚିପ୍‌କୋ ଆନ୍ଦୋଳନର ଅଗ୍ରଗାମୀ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ହୋଇଛି। ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ। ଆଜି ଏମ୍‌ସଠାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଭାରତର ଅନ୍ୟତମ ଜଣାଶୁଣା…

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।…

୧୦ ଲକ୍ଷରେ ନିଲାମ ହେଲା ୬ଟି କେଶ

ଆମେରିକା : ରକଷ୍ଟାର କର୍ଟ କୋବେନଙ୍କ ୬ଟି କେଶ ନିଲାମ ହୋଇଛି ୧୪୧୪୫ ଡଲାରରେ ; ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ନିକଟରେ ଆମେରିକାରେ ଏହି ନିଲାମ ହୋଇଥିଲା । ବିଶ୍ୱର ସବୁଠାରୁ ଲୋକପ୍ରିୟ ରକଷ୍ଟାର ଥିଲେ କର୍ଟ କୋବେନ। ସେ ଏକାଧାରରେ ଥିଲେ ଜଣେ  ଗୀତିକାର , ଗାୟକ ଏବଂ…

ନାରଦା ଷ୍ଟିଙ୍ଗ୍‌ ମାମଲା; ଗୃହବନ୍ଦୀ ହୋଇ ରହିବେ ଗିରଫ ଟିଏମ୍‌ସି ନେତା

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କୁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ଗୃହ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ହାଇ…

କୋଭିଶିଲ୍ଡର ପ୍ରଥମ ଡୋଜ କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ; ଆଇସିଏମ୍‌ଆର ମୁଖ୍ୟ

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହରୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ ସରକାର ନିକଟରେ କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ର ସୁପାରିଶକୁ ଗ୍ରହଣ କରିଛନ୍ତି। ଅବଶ୍ୟ, କୋଭାକ୍ସିନ ପାଇଁ ଡୋଜ୍ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ।…

ଚିକିତ୍ସା ନାଁରେ ଲାଞ୍ଚ ନେଇ ନିଲମ୍ବିତ

ମାଲକାନଗିରି: ଖବର ପ୍ରସାରଣ ପରେ ଲାଞ୍ଚୁଆ ବାବୁଙ୍କ ଉପରେ ପଡ଼ିଲା ସରକାରୀ ଛାଟ। ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ ଡାକ୍ତର ଓ ଆଟେଣ୍ଡାଣ୍ଟ । ଗତ ୧୯ ତାରିଖ ଦିନ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏପରି ଏକ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଆକସନ…

ମଝିଆ ପୁଅ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମହାଭାରତରେ “ମଧ୍ୟମ ପୁତ୍ର” ପ୍ରସଙ୍ଗ ପ୍ରାୟ ସମସ୍ତଙ୍କୁ ଜଣା । ପାଣ୍ଡବମାନଙ୍କ ବନବାସ କାଳରେ ଯେତେବେଳେ ଘଟୋତ୍କଚ ତାର ମାଆ ହିଡ଼ିମ୍ବାର ପୂଜା ଅବସାନ ପାଇଁ ବଳିଦେବା ଲାଗି ନରବଳି ଖୋଜୁଥିଲା, ସେତିକିବେଳେ ପାଇଥିଲା ଗୋଟିଏ ଗରିବ…