Latest Odisha News

BREAKING NEWS

ମହାରାଷ୍ଟ୍ର ଯାଉଥିଲେ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ମୁମ୍ବାଇ: ମହାରାଷ୍ଟ୍ର ଯାଉଥିଲେ ବ୍ୟକ୍ତିଙ୍କୁ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଆଉ ଏହି ଟେଷ୍ଟ ମହାରାଷ୍ଟ୍ରରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବର ହୋଇଥିବା ଆବଶ୍ୟକ। ଏହି ନିୟମ ପରିବହନର ସମସ୍ତ ମାଧ୍ୟମ ପାଇଁ ପ୍ରଯୁଜ୍ୟ। ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ…

ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲଟର ଆଇସିୟୁ ବେଡ୍ ଲୋକାର୍ପିତ

ରାଉରକେଲା: ଆଜି ଭର୍ଚୁଆଲ ମୋଡରେ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ…

ଭଦ୍ରକ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ

ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ । ଭଦ୍ରକ ଡାକ୍ତରଖାନା ପରିସରରେ ଥିବା କୋଭିଡ ୱାର୍ଡର ଡିଜି ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଡିଜି ରୁମରେ ସାମାନ୍ୟ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡ…

ସୁଦର୍ଶନଙ୍କ ସଂଗ୍ରହାଳୟରେ ଅଛି ୪ ହଜାରରୁ ଅଧିକ ପୁରାତନ ସାମଗ୍ରୀ

ଭୁବନେଶ୍ୱର : ନିଜ ଆଗ୍ରହ ଓ ଉଦ୍ୟମ ବଳରେ ଭୁବନେଶ୍ୱରସ୍ଥିତ ଜାଗମରା ଅଞ୍ଚଳର ସୁଦର୍ଶନ ସାହୁ ନିଜ ଘରେ ଏକ ଛୋଟ ସଂଗ୍ରହାଳୟ କରି ପାରିଛନ୍ତି। ସେ ଏହାର ନାମ 'ଗୋପୀନାଥ ହେରିଟେଜ ମ୍ୟୁଜିୟମ ଅଫ ବ୍ରାସ ଆଣ୍ଡ ବେଲ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେକଟେଡ ଆର୍ଟସ' ରଖିଛନ୍ତି। ସେ ଓଡ଼ିଶାର ବିଭିନ୍ନ…

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ଜଣେ ଉଦ୍ଧାର

ମାଲକାନଗିରି: ବହୁଚର୍ଚ୍ଚିତ ଚିତ୍ରକୋଣ୍ଡା ମାଛଧରା ଡଙ୍ଗାବୁଡି ମାମଲା । ଗତକାଲି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣାରେ ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଦମକଳ ବାହିନୀ ଜଣକର ମୃତଦେହ ଠାବ କରିବାରେ ସଫଳ ହୋଇଛି । ଗତକାଲିଠୁ ସର୍ଚ୍ଚ ଅପରେସନ୍…

ପୁଣି ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଲେ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ବଡ ପୁଅ ଯଶୋବନ୍ତ

ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବାପା ରଘୁନାଥ ମହାପାତ୍ରଙ୍କ…

ରକ୍ତ ସଂପର୍କକୁ ଫିକା କରିଦେଉଛି କରୋନା ମହାମାରୀ

ସଇଁନ୍ତଳା: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀର ଭୟାବହତା । ଅକାଳରେ ଚାଲିଯାଉଛି ଜୀବନ, ସଂକ୍ରମଣ ଭୟରେ ସଂପର୍କ ଭୁଲିଯାଉଛି ମଣିଷ । ରକ୍ତ ସଂପର୍କ ହେଉ କି ବନ୍ଧୁବାନ୍ଧବ ଅବା ପଡୋଶୀ । କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ହାତ ମାରିବାକୁ ସମସ୍ତେ ପଛଘୁଂଚା ଦେଉଛନ୍ତି ।…

ସାହିତ୍ୟରେ କବିତାର ସ୍ଥାନ ସବୁବେଳେ ଶୀର୍ଷରେ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମିତ ସ୍ମୃତି କମିଟି ପକ୍ଷରୁ କବୀ ଆଦ୍ୟଶା ପ୍ରିୟଦର୍ଶିନୀ ଦାସଙ୍କ ପ୍ରଥମ କବିତା ସଙ୍କଳନ 'ଝର୍କା ସେପାଖ' ଉନ୍ମୋଚିତ ହୋଇ ଯାଇଛି। ୱେବିନାର ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ରାତିରେ ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଧାରୁଆ ଅସ୍ତ୍ରରେ ଗଣ୍ଡିରୁ ମୁଣ୍ଡକୁ କେହି ଦୁର୍ବୃତ୍ତ ଅଲଗା କରି ବୀଭତ୍ସ ହତ୍ୟା କରିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…