Latest Odisha News

BREAKING NEWS

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ । କିନ୍ତୁ ଏହି ସିରିଜରେ କୋଚ୍ ଭାବରେ ଦଳରେ ସାମିଲ ହେବେ ନାହିଁ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନରେ ମୁଖ୍ୟ କୋଚ୍ ଭାବରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ୍ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ ଦଳ ସହ ଶ୍ରୀଲଙ୍କା…

ହ୍ରଦରେ ମାଛ ମଡ଼କ….

ବେଙ୍ଗାଲୁରୁ: ପୁଣି ମାଛ ମଡ଼କ । ହ୍ରଦରେ ମରିପଡ଼ିଛନ୍ତି ହଜା ହଜାର ମାଛ । ପାଣିରେ ପଚିସଢି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦକ୍ଷିଣ ବେଙ୍ଗାଲୁରୁର ମୋଟାନାଲୁରୁ ହ୍ରଦର । ପାଖରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ରାସାୟନିକ…

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର

ମାଲକାନଗିରି :ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଲାଞ୍ଚ ମାଗୁଛନ୍ତି ଡାକ୍ତର । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରୁ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି । ବାଲିମେଳା ସହରର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ନାବାଳକଙ୍କ ହାତ ଭାଙ୍ଗିବା ପରେ ପରିବାର ଲୋକେ ତାଙ୍କ ହାତକୁ…

ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥିତି ପରଖିଲେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ୟଶ ଆସୁଛି । ସଜାଗ ରହିବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହାପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଭଦ୍ରକ ଜିଲ୍ଲାପାଳ ଡକ୍ତର ଜ୍ଞାନ ଦାସ ବାସୁଦେବପୁର ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ…

ଚିନ୍ମୟୀ ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ମରୁମେଘ’ ଲୋକାର୍ପିତ

ଭୁବନେଶ୍ୱର : ତୀର ତରଙ୍ଗ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଗାଳ୍ପିକା ଚିନ୍ମୟୀ ପଣ୍ଡାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ମରୁମେଘ' ଅନଲାଇନ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ତଥା ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର , ବିଶିଷ୍ଟ କବି ରବି ନାରାୟଣ…

ରଥ ନିର୍ମାଣରେ ନିୟୋଜିତ ୮ ସେବାୟତ ପଜିଟିଭ୍

ପୁରୀ: ମହପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ ସେବାୟତଙ୍କ ମଧ୍ୟରୁ ୮ ଜଣ ଆଜି କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହାରଣା ରହିଥିବା ବେଳେ ୫ ଜଣ ଭୋଇ ସେବାୟତ ଅଛନ୍ତି ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୮୯ ଜଣଙ୍କୁ ସଙ୍ଗରୋଧରେ…

ବାତ୍ୟା ମୁକାବିଲା ପ୍ରସ୍ତୁତି: ସଜାଗ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟଶ ମୁକିବାଲ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଭାରତୀୟ ପାଣିପାଗ ବିଭାଡ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା…

୨୧ ରୁ ୨୫ ଯାଏଁ ହେବ ଓଡ଼ିଶୀ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ କରୋନା କଟକଣା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଓଡ଼ିଶୀ କର୍ମଶାଳା ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କର୍ମଶାଳାରେ…

ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମସ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢ଼ିଚାଲିଛି କାରୋନା ଚିନ୍ତା । କରୋନା ମହାମାରୀରେ ସବୁଆଡେ ତାଲା ବନ୍ଦ। ରାସ୍ତା ଘାଟ ବି ଶୁନଶାନ୍ ହୋଇପଡିଛି । ସେପଟେ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ବି ବାଦ ପଡିନି। ହେଲେ ଏହି ସମୟରେ ନନ୍ଦନକାନନରେ କିଛି ଖୁସିର ଦୃଶ୍ୟ ଦେଖିବାକୁ ମିଳିଛି।…

ଆସୁଛି ବାତ୍ୟା ‘ୟଶ’: କୁଆଡ଼େ ଗତିପଥ, କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଭୁବନେଶ୍ୱର: ଆରବ ସାଗର ପରେ ବଙ୍ଗୋପସାଗରରେ ଆଶୁଛି ବାତ୍ୟା ୟଶ । ଦିନେ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାପରେ ଡିପ୍ରେସନ୍ ଓ ପରବର୍ତ୍ତୀ ୭୨ ଘଣ୍ଟାରେ ସାଇକ୍ଲୋନ୍ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବାତ୍ୟା ୟଶ କୁଆଡ଼େ ମୁହାଇଁଇବ ? ଓଡ଼ିଶା,…