‘ଦିଲ୍ ବେଚାରା’ର ରେକର୍ଡ ଭାଙ୍ଗିଲା ଚଳଚ୍ଚିତ୍ର ‘ଲକ୍ଷ୍ମୀ’
ନୂଆଦିଲ୍ଲୀ: ବହୁ ବିବାଦ ପରେ ନଭେମ୍ବର ୯ରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ହରୋର୍-କମେଡି ଫିଲ୍ମ 'ଲକ୍ଷ୍ମୀ' ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ…