Latest Odisha News

BREAKING NEWS

ନେପାଳର ପୋଖରାରେ ୫.୩ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ: ନେପାଳର ପୋଖରାରେ ବଡ଼ ଧରଣର ଭୂମିକମ୍ପା ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୩ ରହିଛି । ସ୍ଥାନୀୟ ସମୟ ପ୍ରାୟ ୫ଟା ୪୨ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ବୋଲି ଜଣାପଡ଼ିଛି । ଏଯାବତ୍…

ଆଜି ଗୁଜରାଟ ଓ ଡିଉରେ ବାତ୍ୟା କ୍ଷୟକ୍ଷତିର ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାତ୍ୟା ତାଉ’ତେ ପ୍ରଭାବରେ ଗୁଜରାଟ ଓ ଡିଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଅଞ୍ଚଳର ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ଓ ଡିଉ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରୁ ସକାଳ ସାଢ଼େ ୯ଟାରେ ବାହାରି ଭାବନଗରରେ ପହଞ୍ଚିବେ ।…

ଆଜି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ସଂକ୍ରମଣ ୧୦ ହଜାର ତଳକୁ ଆସୁନଥିବା ବେଳେ ରାଜ୍ୟରେ ଟିକାକରଣ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର ୯୯୭ ଜଣ କୋଭିଡ୍ ଟିକା ନେଇଛନ୍ତି । ଏଯାବତ୍ ରାଜ୍ୟରେ ୬୭ ଲକ୍ଷ ୩୫ ହଜାର ୬୪୦ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ଆଜି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ…

ଭରଚୁଆଲ ମୋଡ଼ରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : "ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ (ମୋଓଆ), ନବିମୁମ୍ବାଇ" ତଥା ବିଶ୍ବବ୍ୟାପୀ "ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡ୍" ପକ୍ଷରୁ ଭରଚୁଆଲ ମାଧ୍ୟମରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ରର ଉଦଘାଟିତ ହୋଇଯାଇଛି ଏହା ଆଗାମୀ ଦଶଦିନ ଧରି ଧାରାବାହିକ ଭାବରେ ଚାଲିବ ବୋଲି ମୋଓଆ…

କବିତା : ସର୍ବଂସହା

ପବିତ୍ର ମୋହନ ଦାଶ  ବୋଉ ଫୁଟେ ଗବଗବ ଭାତହାଣ୍ଡିରେ ତାୱା ଉପରେ ପଡି ଚେଂ କରେ ଚକୁଳି ନାଁଆରେ । ତାତିଲା ତେଲ ଭିତରେ କଡ଼ କଡ଼ ଡାକ ଦିଏ ମାଛ ମୁଣ୍ଡ ସହ , ଅଥାର ହାଣ୍ଡିରେ ସିଝେ ନିରବରେ ଖୁବ ନିରବରେ ଏଣ୍ଡୁରି ରୂପରେ । କଡେଇରେ ଟକମକ କରେ ତା'ର ଲୁହ ଫୁଟେ ପିଲାଙ୍କ…

ବ୍ୟଙ୍ଗ : କରୋନା ଯୋଦ୍ଧା

ଓଁ ଅଭିଜ୍ଞାନ ସାହୁ  ଏବେ ସୋସିଆଲ ମିଡିଆରେ ରମ୍ୟରଚନାର ଅବସ୍ଥା କହିଲେ ନସରେ । ଏଠି ରମ୍ୟ ଅପେକ୍ଷା ରଚନାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଯେତିକି ଲୋକ ରଚନା ପାଇଁ ପାଗଳ ତାକୁ ଦେଖିଲେ ଲାଗିବ ଖୋଦ ରମ୍ୟକାର ଏଠି ନିଜେ ରମ୍ୟ ହୋଇଯାଇଛନ୍ତି । ବିଦ୍ୟାରାଣ ଆପଣଙ୍କୁ ମିଛ ମୋତେ ସତ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୯-୫-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୯ ରିଖ ବୁଧବାର ବୃଷ ୫ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଆଜିର ନିଷେଧ ଖାଦ୍ୟ-: ତାଳ ମେଷ: ଆଜି ଦିନଟି ଆପଣଙ୍କ…

ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ବର : ରାଜ୍ୟରେ ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କ ଫୋର୍ସ । ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଗଠିତ ହୋଇଥିବା ଏହି ଟାସ୍କ ଫୋର୍ସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ…

ଛୁଆଙ୍କୁ କରୋନା ବିପଦ; କ’ଣ ଏହି ସିଙ୍ଗାପୁର ଭାରିଆଣ୍ଟ, ପିଲାଙ୍କ ପ୍ରତି ହୋଇପାରେ କେତେ ଘାତକ ?

ନୂଆଦିଲ୍ଲୀ: ଦେଶରେ କରୋନର ଦ୍ୱିତୀୟ ଲହର ସମସ୍ତଙ୍କୁ ଡରାଇ ସାରିଥିବା ବେଳେ ତୃତୀୟ ଲହର ଛୁଆଙ୍କୁ ଅଧିକ ପ୍ରଭାବିତ କରିବ । ଏନେଇ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି । ଏହାରି ଭିତରେ କରୋନାର ସିଙ୍ଗାପୁର ଷ୍ଟ୍ରେନ ଛୁଆଙ୍କ ଲାଗି ଘାତକ ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କରୋନା ଯୋଦ୍ଧାଙ୍କୁ ଅଣଦେଖା, ଦାବି ପୂରଣ ନ ହେଲେ ଆନ୍ଦୋଳନ !

ଭବାନୀପାଟଣା: କରୋନା ମହାମାରୀ ଭଳି ବିଶ୍ୱବିପତ୍ତିରେ ଓଡିଶାର ଆଶାକର୍ମୀଙ୍କ ଯୋଗଦାନ କିଛି କମ୍ ନାହିଁ । ଗତବର୍ଷ ଘରଘର ବୁଲି ସର୍ଭେ କରିବା ସହ ଲୋକଙ୍କୁ କରୋନାକୁ ନେଇ ସଚେତନ କରାଇବାରେ ଏମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତଥାପି ଏମାନଙ୍କ ଉପରେ ଆଜି ଯାଏଁ ସରକାରଙ୍କ କୃପାଦୃଷ୍ଟି…