Latest Odisha News

BREAKING NEWS

ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ୍, ସହାୟତା କଲେ ସବ୍ୟସାଚୀ

ଭୁବନେଶ୍ୱର: ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନା । ଜଣେ ବ୍ୟକ୍ତି ୪ରୁ ୫ ଜଣ ଯୁବକଙ୍କୁ ଏକ କୋଠରୀରେ ରଖି ଏକ ମୋଟା କାଠରେ ପିଟୁଛନ୍ତି । ଯେତେ କାକୁତି ମିନତି ହେଲେ ବି ଶୁଣୁନାହାଁନ୍ତି ନିର୍ଦ୍ଦୟ ବ୍ୟକ୍ତ ଜଣଙ୍କ । ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଆଉ…

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ଚିଠି

ଭୁବନେଶ୍ବର : କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ଚିଠି । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଏନେଇ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । କୋଭିସିଲ୍ଡର ପ୍ରଥମ ଡୋଜ…

ଦୈନିକ ହେବ ୭୦ ହଜାର ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ପଜିଟିଭ୍ ହାର ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଦେଶରେ ମେ ୮ ତାରିଖରେ ସଂକ୍ରମଣ ପିକରେ ଥିଲା ।…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ରାଜ୍ୟରେ ନିୟନ୍ତ୍ରଣରେ ଅଛି ସ୍ଥିତି

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ…

ମହିଳା କ୍ରିକେଟର କହିଲେ ଥ୍ୟାଙ୍କ ୟୁ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମହିଳା ଖେଳାଳିଙ୍କ ତୁଳନାରେ ପୁରୁଷ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଥିବା ଖବର ପ୍ରକାଶ ପାଇବା ପରେ ଏବେ ସ୍ଥିତି ବଦଳିଛି । ବିସିସିଆଇ ନିଜ ଭୂଲ ବୁଝିବା ସହ ମହିଳା କ୍ରିକେଟରଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହା…

ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସିଏମସିର ଅଭିଯାନ, କାଲିଠୁ ଦୁଆର ମୁହଁରେ ଟେଷ୍ଟିଂ ସହ ଟିକାକରଣ

କଟକ: ଆପଣଙ୍କ ବୟସ ୭୦ରୁ ଅଧିକ କି ? ଆପଣ ଜଣେ ଦିବ୍ୟାଙ୍ଗ । ଯଦି ହଁ ବ୍ୟସ୍ତ ହୁଅନ୍ତୁ ନାହିଁ । କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଉଛି ଦୁଆର ମୁହଁରେ କୋଭିଡ୍ ଟିକାକରଣ ଓ ଟେଷ୍ଟିଂ ସେବା । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଠାରୁ ସହରରେ ଦୁଆର ମୁହଁରେ କୋଭିଡ୍…

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ବର : ରାଜ୍ୟର ସମସ୍ତ ଜେଲରେ ଆରମ୍ଭ ହେଲା ଟିକାକରଣ । ଜେଲରେ ଥିବା କଏଦୀଙ୍କୁ ଦିଆଯାଇଛି ଟିକା । ଜେଲରେ ଥିବା ୧୧ ଶହ ଅନ୍ତେବାସୀଙ୍କୁ ଦ୍ବିତୀୟ ଡୋଜ ଓ ୭୨୮ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି ସମସ୍ତ ଜେଲ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଟିକା ଦିଆଯାଇଛି । ଏନେଇ ସୂଚନା…

ଲଣ୍ଡନ ଯିବା ପରେ ଆସିଲା ପୁନାୱାଲାଙ୍କ ଆଉ ଏକ ବୟାନ, ‘୩ ମାସରେ ସମସ୍ତଙ୍କୁ ଟିକାକରଣ ଅସମ୍ଭବ’

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ କରୋନାରେ ପ୍ରାଣ ହରାଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁହାରକୁ ଦେଖି ଭ୍ୟାକ୍ସିନର ଚାହିଦା ବଢ଼ିଛି । କେତେକ ରାଜ୍ୟ ଭ୍ୟାକ୍ସିନ୍ ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।…

କରୋନାକୁ ନେଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ଏଭଳି ସ୍ଥିତିରେ କିପରି ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକାଯିବ, ତାଉପରେ ଦିଆଯାଇଛି ଗୁରୁତ୍ବ । ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଗଡିଲା ସଂଜିବନୀ ରଥ, ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା: କୋଭିଡ୍ ଟିକାଦାନ କ୍ଷେତ୍ରରେ ରାଉରକେଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପ । ଏଥର ଘରେ ଟିକାଦାନ କରିବ ସଂଜିବନୀ ରଥ । ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଟୀକାକରଣ କେନ୍ଦ୍ର୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ହିଁ ଏହି ସେବା ଯୋଗାଇଦିଆଯିବ । ଏଥିପାଇଁ…