Latest Odisha News

BREAKING NEWS

ଜୈନ ଧର୍ମରେ କିପରି ପାଳିତ ହୁଏ ଦୀପାବଳି, ଜାଣନ୍ତୁ

ଭୁବନେଶ୍ୱର: ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ…

ଦର୍ଶକଙ୍କ ଲାଗି ଆଜିଠୁ ଖୋଲୁଛି ‘ଗାନ୍ଧୀ ସ୍ମୃତିପୀଠ’

ପୁରୀ: ଦର୍ଶକଙ୍କ ଲାଗି ପୁରୀର ଗାନ୍ଧୀ ସ୍ମୃତିପୀଠ ସୋମବାର ଦିନଠାରୁ ଖୋଲାଯାଉଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା । ଗାନ୍ଧୀ ସ୍ମୃତିପୀଠ ପୁରୀର ଅନ୍ୟ ଏକ ଆକର୍ଷଣ ପାଲଟିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ…

କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧାଦାମୋଦର ବେଶରେ ଶ୍ରୀଜୀଉ, ଖାଁ ଖାଁ ଶୈବ ପୀଠ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ପରିସ୍ଥିତି ଆଜି ସ୍ୱାଭାବିକ ଥିଲେ ଏହି ପବିତ୍ର ମାସରେ କୋଳାହଳରେ ଫାଟି…

ପୁରୀରୁ ଜବତ ହେଲା ୨୭୩ ଗ୍ରାମ ବ୍ରାଉନସୁଗାର; ୪ ଅଟକ

ପୁରୀ: ପୁରୀ ପୋଲିସକୁ ସଫଳତା । ରବିବାର ରାତିରେ ଚନ୍ଦନପୁର ଥାନା ପୋଲିସ ୨୭୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି। ଏହାସହ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି। ଆହୁରି ମଧ୍ୟ କୁମ୍ଭାରପଡା ଥାନା ପୋଲିସ ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବ ସୂଚନା ମିଳିଛି।…

ଚଳିତ ଦୀପାବଳିରେ ବଢ଼ିଛି ମାଟିଦୀପର ଚାହିଦା; ଜୋରସୋରରେ ଆଗେଇ ଚାଲିଛି ଦୀପକାରିଗଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳୀରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ରୋକ ଲଗାଇବା ସହ ପାରମ୍ପରିକ ରୀତିରେ ଦୀପ ଜାଳି ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ରହିିଛି୍ । ଆଉ ଏନେଇ ଲୋକଙ୍କ ମଧ୍ୟରେ ମାଟି ଦୀପ କିଣାକୁ ନେଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା ୯-୧୧-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୯ ରିଖ ସୋମବାର ତୁଳା ୨୪ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ନବମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ସକାଳ ୮ଟା ୪୫ମିନିଟ୍ ପର୍ଯ୍ୟନ୍ତ ତାହା ପରେ ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ…

ଦୀର୍ଘ ଦିନ ପରେ ସମ୍ବଲପୁରରେ ରୋପୱେ ସେବା ଆରମ୍ଭ

ସମ୍ବଲପୁର: ଦୀର୍ଘ ସାତ ମାସ ପରେ ସମ୍ବଲପୁରର ବୁର୍ଲାସ୍ଥିତ ହୀରାକୁଦ ଡ୍ୟାମ ନିକଟରେ ଥିବା ରୋପୱେ ସେବା ରବିବାର ଦିନ ଖୋଲିଛି। ଯାହାକୁ କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ କରାଯାଇଥିଲା। ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଅନିରୁଦ୍ଧ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…

ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପା !

ଉତ୍ତରପ୍ରଦେଶ: କଳଙ୍କିତ ହୋଇଛି ବାପା ଓ ଝିଅର ପବିତ୍ର ସମ୍ପର୍କ । ନିଜ ରକ୍ତକୁ ଧୋକା ଦେଲା ଜନ୍ମଦାତା । ଉତ୍ତରପ୍ରଦେଶ ନୋଏଡା ଅଂଚଳରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ନିଜ ନାବାଳିକା ଝିଅ ସହ ଖୋଦ ତା ବାପା ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି…

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ଧାୱନ ଧମାକା, ଦିଲ୍ଲୀ ୧୮୯/୩

ଆବୁଧାବି: ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ଦ୍ୱିତୀୟ ପ୍ଲେ ଅଫ ମୁକାବିଲାରେ ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୦ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ…