Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଡିସେମ୍ବର ୧୨ରୁ ଖୋଲିବ ମାଣ୍ଡିଆ ମଣ୍ଡି; ୭,୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ ଲକ୍ଷ୍ୟ

ସୁନ୍ଦରଗଡ଼: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ…

ଦୀପାବଳି ପର୍ବ ଏକ ପରମ୍ପରା ଅନେକ

ପୁରୀ: ଭାରତରେ ଦୀପାବଳିକୁ ବହୁତ ଧୂମଧାମରେ ପାଳନ କରାଯାଏ । ମୁଖ୍ୟତଃ ଏହା ପଂଚ ପର୍ବର ସମ୍ମିଳନୀ । ଅନ୍ୟ ଅର୍ଥରେ କାର୍ତିକ ଅମବାସ୍ୟାରୁ ଭାଇ ଦୁଜ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ । ପୂର୍ବରୁ ଏହା ସମ୍ପୂର୍ଣ୍ଣ ଭାବେ ପାରମ୍ପାରିକ ଢ଼ଙ୍ଗରେ ପାଳନ କରାଯାଉଥିଲା । ଏବେ ଆଧୁନିକ ଢ଼ାଂଚାରେ…

ସବୁଦିନ ଚଳାଚଳ କରିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ

ଭୁବନେଶ୍ୱର: ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ…

ଆଇପିଏଲ ଏଲିମିନେଟର ମ୍ୟାଚ: ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତି

ଆବୁଧାବି: ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଉଥିବା ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ବାଙ୍ଗାଲୋର ଚୂଡାନ୍ତ ଦଳରେ ୩ଟି ପରିବର୍ତନ କରିଛି । ଜୋଶ ଫିଲିପ,…

ଦିଲ୍ଲୀ ହିଂସା: ଉମର ଖାଲିଦ ବିରୋଧରେ ୟୁଏପିଏ କାନୁନ ଅନୁସାରେ ମୋକଦ୍ଦମା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଷଡଯନ୍ତ୍ରରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଏବେ ଫସିଛନ୍ତି । ଦିଲ୍ଲୀ ସରକାର ଓ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ଏବେ ତାଙ୍କ ବିରୋଧରେ ୟୁଏପିଏ କାନୁନ ଅନୁସାରେ ମୋକଦ୍ଦମା ଚାଲିବ । ପୋଲିସ ଖୁବ୍ ଶୀଘ୍ର ଖଲିଦ ଓ ଶର୍ଜିଲ ଇମାମଙ୍କ…

ପ୍ରକାଶ ପାଇଲା ଓଜେଇଇ-୨୦୨୦ ରେଜଲ୍ଟ; ଜାଣନ୍ତୁ, କିଏ ଟପ୍ପର

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଯେଉଁ ପରୀକ୍ଷାରେ ୧୨ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି । ଜାଣନ୍ତୁ, ଚଳିତ ଓଜେଇଇ ପରୀକ୍ଷାରେ କେଉଁ ବିଷୟରେ କିଏ ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ www.Ojee.nic.in…

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ…

ମୋ ଘରେ ଏବେ କରୋନା ଭାଇରସ୍ ପ୍ରବେଶ କରିସାରିଛି: ଗମ୍ଭୀର

ନୂଆଦିଲ୍ଲୀ: ଏବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ  କରୋନା ଏଣ୍ଟ୍ରି ମାରିଛି । ଯାହା ପରେ ଗମ୍ଭୀର ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଗମ୍ଭୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗମ୍ଭୀର ଟୁଇଟରେ ଲେଖିଛନ୍ତି, ମୋ ଘରେ…

ବିଜେଡ଼ିରୁ ଇସ୍ତଫା ଦେଲେ ନିଲମ୍ବିତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନପରେ ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ଗତ ଦୁଇ ଦିନ ତଳେ ଶ୍ରୀ ଦାସ ପାର୍ଟିରୁ ନିଲମ୍ବିତ ହୋଇଥିଲେ ।…

ପୁଣିଥରେ ଗୋଟିଏ ଫିଲ୍ମରେ ସଲମାନ ଓ ଶାହରୁଖ !

ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର୍ ଖାନ, ଶାହରୁଖ ଓ ସଲମାନ । ପୁଣିଥରେ ଅନ୍‌ସ୍କ୍ରିନ୍‌ରେ ଏକାଠି ନଜର ଆସିବେ । ଆଉ ତା ପୁଣି କୌଣସି ରିୟାଲିଟି ସୋ କିମ୍ବା ସିରିଜରେ ନୁହେଁ । ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍‌ରେ ସଲ୍ଲୁମିଆଁଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଯଦି ସତ ହୁଏ,…