ମରିବା ପୂର୍ବରୁ ନିଶ୍ଚୟ ଦେଖିବାକୁ ଥିବା ୧୦୦୧ଟି ସିନେମା ତାଲିକାରେ ନଥିବା ଆମର ସିନେମା
କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ମୁଁ ଜୀବନରେ ଆଜି ଯାଏଁ କେତୋଟି ସିନେମା ଦେଖିଥିବି? ହଜାରେ କି ଦଶ ହଜାର କି ଆହୁରି ଅଧିକ। ମୁଁ ହାଇସ୍କୁଲ ପଢିଲା ବେଳୁ ସିନେମା ଦେଖି ଆସୁଛି ଓ ଗୋଟେ ସମୟରେ ଆମ ପାଇଁ ସିନେମା ଦେଖିବା ସବୁଠୁ ବଡ ବିଳାସର ଅଂଶ ବିଶେଷ ଥିଲା। ସିନେମା ପାଇଁ…