Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’, ଆଣିଲେ ଟଙ୍କା ହଡପ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’ । ଢ଼ାବା ମାଲିକ କାନ୍ତା ପ୍ରସାଦ ମାଲଭିଆ ନଗର ପୋଲିସ ଷ୍ଟେସରେ କରିଛନ୍ତି ଅଭିଯୋଗ । ଭିଡିଓ ପ୍ରସ୍ତୁତ କରିଥିବା ଗୌରବ ୱାସନ ତାଙ୍କ ଠାରୁ ଟଙ୍କା ହଡପ କରିନେଇଥିବା କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି । Delhi: Kanta Prasad, owner of…

ରାମବିଲାସ ପାସୱାନଙ୍କ ଅକାଳ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲା ହିନ୍ଦୁସ୍ତାନ ଓବାମ ମୋର୍ଚା !

ପାଟନା: ଭାରତୀୟ ରାଜନୀତିର ସବୁ କଳା କୌଶଳ ବିହାରରୁ ଆସିଛି କହିଲେ ଭୁଲ ହେବ ନାହିଁ । ଏବେ ନିର୍ବାଚନ ଜୋରସୋର ମଧ୍ୟରେ ରାମବିଲାସ ପାସୱାନଙ୍କ ଅକାଳ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଓବାମ ମୋର୍ଚାର ପ୍ରାର୍ଥୀ ଦାନିଶ ରିଜୱାନ । ସେ ଏହାର ନ୍ୟାୟିକ ତଦନ୍ତ…

କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ, ପାଳିତ ହେବ କାଳୀ ପୂଜା

କଟକ: କଟକରେ ବ୍ରିକି ହୋଇପାରିବ ବାଣ । ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦିପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି…

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଭଡ଼ା…

ପ୍ରିୟଙ୍କାଙ୍କୁ ନିଜ ଲକି ଚାର୍ମ ମାନନ୍ତି ନିକ୍‌

ନୂଆଦିଲ୍ଲୀ: ପପ୍‌ଷ୍ଟାର ନିକ୍‌ ଜୋନାସ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଫଟୋରେ ନିକ ଏବଂ ପ୍ରିୟଙ୍କା କଳା ପୋଷାକରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ନିକ୍‌ ଇନଷ୍ଟାଗ୍ରାମରେ…

ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟି ହେବ ଦୁଇ ଫାଳ !

କାଠମାଣ୍ଡୁ: ନେପାଳର ଶାସକ କମ୍ୟୁନିଷ୍ଟ ଦଳ ଏବେ ଦୁଇ ଫାଳ ହେବାକୁ ଯାଉଛି । ଭାରତ-ଚୀନ ବିବାଦ ମଧ୍ୟରେ ମୁଣ୍ଡ ପୂରାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି । ବର୍ତମାନ ଓଲୀ ଓ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲ ମଧରେ ବିବାଦ ବଢ଼ିବାରେ ଲାଗିଛି ।…

ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର, ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ

ପୁରୀ: ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ଆଜିଠାରୁ ପୁରୀ ସହରରେ ଦ୍ୱିତୀୟ ପର୍ଯ୍ୟାୟ ଭକାରୀ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଏମାନଙ୍କୁ ଉଦ୍ଧାର କରି ଉପଯୁକ୍ତ ସ୍ଥାନରେ ରଖାଯିବ । ସେମାନଙ୍କୁ…

କେନାଲରେ ବୁଡି ଛାତ୍ର ନିଖୋଜ

କଟକ: କଟକର ଏକ କେନାଲରେ ଗାଧୋଉଥିବା ବେଳେ ସୋମବାର ଦିନ ଜଣେ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ଜଗତପୁର ନିକଟ ନନାକର ଗ୍ରାମର ୩ ଜଣ ଯୁବକ କେନ୍ଦ୍ରାପଡା କେନାଲରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ସୌଭାଗ୍ୟବଶତଃ ସ୍ଥାନୀୟ ବାସିନ୍ଦା ୨ଜଣଙ୍କୁ…

୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

ଭୁବନେଶ୍ୱର: ସାରୁଆ ଜମି କିଣାବିକା ମାମଲାରେ ଗତକାଲି ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ସମୟ ମାଗିଥିଲେ ମଧ୍ୟ କୋର୍ଟ ୨ ଦିନିଆ ରିମାଣ୍ଡରେ ନେବାକୁ…

ଏପ୍ରିଲ୍‌ରେ କରୋନା ଆକ୍ରାନ୍ତ ହୋଇଥିଲେ ପ୍ରିନ୍ସ ୱିଲିୟମ୍‌

ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଏପ୍ରିଲ୍ ମାସରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଦେଶରେ ବିଶୃଙ୍ଖଳା ବିସ୍ତାର କରିବାକୁ ସେ ଇଚ୍ଛା କରୁ ନ ଥିବାରୁ ସେ ତାଙ୍କ ସ୍ୱାସ୍ଥ୍ୟ ସୂଚନାକୁ ଗୁପ୍ତ ରଖିଥିଲେ। ୱିଲିୟମ୍‌ଙ୍କ ପିତା ପ୍ରିନ୍ସ ଚାର୍ଲ୍ସ…