ମେ ୫ରୁ ଆନ୍ଧ୍ରପ୍ରଦେଶରେ ଆଂଶିକ ଲକ୍ଡାଉନ୍
ଆନ୍ଧ୍ରପ୍ରଦେଶ: କୋଭିଡ-୧୯ ମାମଲାରେ କ୍ରମାଗତ ବୃଦ୍ଧି ପରେ ଆନ୍ଧ୍ରପ୍ରଦେଶ ସରକାର ମେ ୫ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ କରିବାକୁ ଘୋଷଣା କରିଛନ୍ତି।
ଆଜି ଅମରାବତୀର କ୍ୟାମ୍ପ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଏହି…