ମୋର୍ଗାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନ ସମ୍ମୁଖରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା
ଚଳିତ ଆଇପିଏଲରେ ରବିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଇଅନ ମୋର୍ଗାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ କୋଲକାତା ନାଇଟ ରାଇଡର୍ସ ୧୯୨ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ମୋର୍ଗାନ ୩୫ ବଲରୁ ୫ ଚୌକା ଓ ୬ଛକା ସହାୟତାରେ ୬୮ ରନ କରି ଅପରାଜିତ ରହିଥିଲେ । ଆନେ୍ଦ୍ର…