Latest Odisha News

BREAKING NEWS

ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗିବେ ସରପଞ୍ଚ

ଭୁବନେଶ୍ୱର: ଲକଡାଉନ୍ ବେଳେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରହିବ । ସେମାନଙ୍କୁ ଜଗିବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରପଞ୍ଚମାନଙ୍କୁ…

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ…

ଖୁବ୍‌ ଶୀଘ୍ର ଲଣ୍ଡନରୁ ଭାରତ ଫେରିବେ ପୁନାୱାଲା

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତ ଫେରିବେ। ଭାରତରେ ଦିନକୁ ଦିନ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେ କୋଭିଡ୍‌ ଟିକା ଉତ୍ପାଦନ ଉପରେ ଥିବା ଚାପ ବିଷୟରେ କହିବା ପରେ ପୁନାୱାଲା ଏହି…

ଆଜି ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ରବିବାର ଦିନ ଫ୍ରାନ୍ସ ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ। ଯେଉଁଥିରେ ଆଠଟି ବଡ଼ ଅକ୍ସିଜେନ ଜେନେରେସନ୍‌ ପ୍ଲାଣ୍ଟ ରହିଛି। ଏହା କରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ତରଙ୍ଗ ବିରୁଦ୍ଧରେ ଦେଶକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ…

ଲକଡାଉନରୁ କାହାକୁ ବାଦ, କାହା ଉପରେ କଟକଣା ?

ଭୁବନେଶ୍ୱର: ଓଡ଼ିଶାରେ କରୋନାର ବର୍ଦ୍ଧିତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଓ ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ଟିକାକରଣ କାମ ଜାରି ରହିବ । ଯେଉଁମାନେ ଟିକାକରଣ ପାଇଁ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଛନ୍ତି ସେମାନେ…

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍ ଘୋଷଣା: ଆସନ୍ତା ୫ ତାରିଖ ସକାଳୁ କଡ଼ା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର। ସୂଚନା ଅନୁଯାୟୀ ରୁଟିନ ଚେକ୍‌ଅପ୍‌ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରି ଏହା କହିଛନ୍ତି।…

ପଶ୍ଚିମ ଓଡ଼ିଶା ସୀମାନ୍ତର ୩ଟି ଜିଲ୍ଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଛଡ଼ିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ସୀମାନ୍ତବର୍ତ୍ତୀ ୩ଟି ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସେ ରାଉରକେଲା…

ପଶ୍ଚିମବଙ୍ଗ ଜନାଦେଶ: ସକାଳ ୧୦ ସୁଦ୍ଧା ଗଣତିରେ ଆଗରେ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ବାଜି ଜିତିବ କିଏ ? ଇଭିଏମ୍ ପେଡ଼ି ଖୋଲିଛି । ଜନମତର ଗଣନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗରେ ରହିଛି ତୃଣମୂଳ କଂଗ୍ରେସ । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡରେ ଟିଏମସି ୧୩୯ଟି ଆସନରେ ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ୧୧୫ଟି ଆସନରେ ଆଗରେ ରହିଛ୍ତି ।…

ଥମୁନି କରୋନା ମୃତ୍ୟୁର ବିଭୀଷିକା: ଆଜି ଦେଶରୁ ୩ହଜାର ୬୮୯ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ଅଧିକ ଜୀବନ ନେଉଛି । କ୍ରମାଗତ ପଞ୍ଚମ ଦିନରେ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୩୫ଶହରୁ କମୁନି । ଆଜି ମହାମାରୀରେ ଆଉ ୩ହଜାର ୬୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ଏଯାଏ କରୋନାରେ ପ୍ରାଣ ହରାଇଲେଣି ୨ଲକ୍ଷ ୧୫ହଜାର ୫୪୨ ଜଣ ।…