ସୁଧୁରୁଛି ଅର୍ଥନୀତି; ଅକ୍ଟୋବରରେ ୧ଲକ୍ଷ କୋଟିରୁ ଅଧିକ ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ: ଦୀର୍ଘ ଆଠ ମାସ ଧରି ଚାଲିଥିବା କରୋନାର ପ୍ରକୋପ ଭାରତୀୟ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଛି। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତି ସୁଧୁରିବା ଆରମ୍ଭ କରିଛି ଏବଂ ଦେଶର ଅର୍ଥନୀତି ପୁଣିଥରେ ଫେରି ଆସୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,…