Latest Odisha News

BREAKING NEWS

ସରିଲା ପୁରୀର ସାହିଯାତ ଉତ୍ସବ

ପୁରୀ: ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି। ଶ୍ରୀରାମ ଜନ୍ମ ନୀତି ଠାରୁ ଏହି ସାହିଯାତ ଆରମ୍ଭ ହୋଇଥିଲା ବେଳେ ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି…

ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ଓଡ଼ିଶାରେ ୧୦ ହଜାର ଡେଇଁଲା ଦୈନିକ ଆକ୍ରାନ୍ତ ମାମଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାରରୁ ଅଧିକ ଆକ୍ରାନ୍ତ। https://twitter.com/IPR_Odisha/status/1388320541723955203?s=19 କ୍ୱାରେଣ୍ଟାଇନରୁ ୫୮୮୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫୨୬ଟି । ଆଜି…

ପ୍ରାଣଘାତୀ କରୋନା ଆଜି ରାଜ୍ୟରୁ ନେଲା ୧୧ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ସଂଖ୍ୟା ରେକର୍ଡ ୧୦ ହଜାର ପାର କରିଛି । ତାସହ ବଢୁଛି ମୃତ୍ୟୁସଂଖ୍ୟା । ଯଦିଓ ଗତକାଲି ଅପେକ୍ଷା ଆଜି ରାଜ୍ୟରେ ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ୧୧ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ…

କବିତା : ମୁକ୍ତି

ଦିଲୀପ କୁମାର ପଣ୍ଡା  ଜ୍ଞାନର ସ୍ରୋତସ୍ୱିନୀ ମୃତ୍ୟୁର ଆଲିଙ୍ଗନରେ ହୁଏ ବିଜୟିନୀ । ଓଁ କାର ସହ ଏକାତ୍ମ ହୁଏ ଅନ୍ତରଆତ୍ମା । ଅସୀମ ଜ୍ୟୋତି ଆହରଣ କରେ ଦେହାତୀତ ବିସ୍ତାରିତ ଆକାଶରେ ଦେହର ମୃତ୍ୟୁ ବିନା ଅସମ୍ଭବ ଅମରତ୍ୱ ଲାଭ। ଶାଶ୍ୱତ ଓଲ୍ହାଇ ଆସେ ସ୍ୱର୍ଗରୁ ମର୍ତ୍ତ୍ୟକୁ…

କୁଳାଙ୍ଗାର ଉବାଚ : ମୁଁ ଆଉ କବିତା ଲେଖିବି କ’ଣ ? 

କବି କୁଳାଙ୍ଗାର  ସପନ ହଜୁଛି ଜୀବନ ବିନ୍ଧୁଛି କରୋନା ହସୁଛି ମଣିଷ କାନ୍ଦୁଛି ମୁଣ୍ଡ ହୋଇଯାଏ ଟିଣ ! ମୁଁ ଆଉ କବିତା ଲେଖିବି କ'ଣ ? ତଥାପି ଅଛନ୍ତି ଗାଲୁଆ ଅନେକ ମାନନ୍ତିନି କଟକଣା; ବୁଲନ୍ତି ନିର୍ଧୁମ ପକେଟରୁ ପଛେ ଜୋରିମନା ହେଉ ଗଣା ! ଠେଙ୍ଗାକୁ ଚଳାନ୍ତି ମାମୁଁ ଗଣ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା୧-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧ ରିଖ ଶନିବାର ମେଷ ୧୮ ଦିନ ବୈଶାଖ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ତୁଳା , କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ…

କରୋନାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ବର : ମହାମାରୀ କରୋନା ନେଲା ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୧୪ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି…

ଭୁବନେଶ୍ବରରେ ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହା ପୂର୍ବରୁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା । ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଏହି ଟିକା ଦିଆଯିବ । ତେବେ ଆସନ୍ତାକାଲି ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିଲେ ବି ଟ୍ରାଏଲ ବେସ୍‌ରେ କିଛି…

ମୋ ସ୍କୁଲ ଅଭିଯାନରେ ୧୨୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ମୋ ସ୍କୁଲ୍ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୨୪ଟି ଜିଲ୍ଲାର ମୋଟ ୧୨୧ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ…

ମୁଖ୍ୟମନ୍ତ୍ରୀଙ୍କୁ ଅଲ୍ ଓଡ଼ିଶା ବସ୍ ୱନର୍ସ ଆସୋସିଏସନ୍ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

ଭୁବନେଶ୍ୱର: କରୋନା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସଟଡାଉନ୍ ଯୋଗୁଁ ରାଜ୍ୟରେ ବସ୍ ସେବା ପ୍ରଭାବିତ ହୋଇଛି । ଖାଲି ବସ୍ ସେବା ପ୍ରଭାବିତ ହୋଇନାହିଁ ବରଂ ବସ୍ ମାଲିକ କ୍ଷତି ସହୁଛନ୍ତି । ବସ୍ ବନ୍ଦ ରହିବା ଯୋଗୁଁ ରୋଜଗାର ହେଉନି କିନ୍ତୁ ଇଏମଆଇ ଭରିବାକୁ ପଡ଼ୁଛି । ଏଭଳି ଅନେକ ସମସ୍ୟାକୁ…