Latest Odisha News

BREAKING NEWS

ଦୁଇ ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଭାସ୍କୋଡାଗାମା-ହାଓ୍ବଡା-ଭାସ୍କୋଡାଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓ୍ବଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନର ସେବାକୁ ବୃଦ୍ଧି…

ଯାଜପୁର ଜିଲ୍ଲାର ସମସ୍ତ ପଞ୍ଚାୟତରେ ସପ୍ତାହାନ୍ତ ସଟଡାଉନ୍

ଯାଜପୁର : ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ କଟକଣା ଲଗାଇଲେଣି ପ୍ରଶାସନ । ସଂକ୍ରମଣକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ ଜାରି ରହିଥିବା ବେଳେ, ସପ୍ତାହାନ୍ତ ସଟଡାଉନ୍ କଟକଣା ଲଗାଇଛି ପ୍ରଶାସନ । ତେବେ ଏହି କ୍ରମରେ…

କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ‘ଦ୍ୱିତୀୟ ଡୋଜ୍ ପାଇଁ ଜଲଦି ଦିଅ ୨୫ ଲକ୍ଷ କୋଭିସିଲ୍ଡ’

ଭୁବନେଶ୍ୱର: ଓଡ଼ିଶାରେ ଟିକା ଅଭାବ ଲାଗି ରହିଛି । ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ, ପର୍ଯ୍ୟାପ୍ତ ଭ୍ୟାକ୍ସିନ୍ ନଥିବାରୁ ଅଧିକାଂଶ ସ୍ଥାନରେ ଲୋକେ ପ୍ରଥମ ଡୋଜ୍ ତ ଛାଡ଼ନ୍ତୁ ଦ୍ୱିତୀୟ ଡୋଜ୍ ଟିକା ନେବାରୁ ବଞ୍ଚିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.…

ପାଣି ଛୁଇଁଲେ ପଥର!

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସଂକ୍ରମଣକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ମାସରୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

କରୋନା ବିରୋଧୀ ଲଢ଼େଇରେ ସାହାଯ୍ୟ ପାଇଁ ମୋଦିଙ୍କୁ ଜିନପିଙ୍ଗଙ୍କ ଚିଠି

ନୂଆଦିଲ୍ଲୀ: ଭୂତାଣୁ ବିରୋଧରେ ଭାରତ ଲଢ଼ୁଛି । ପ୍ରତିଦିନ ଦେଶରେ ନୂଆ ନୂଆ ରେକର୍ଡ କରୁଛି କରୋନା । ସପ୍ତାହେରୁ ଅଧିକ ଦିନ ହେଲାଣି ବିଶ୍ୱରେ ଦୈନିକ ସଂକ୍ରମଣ ମାମଲାରେ ଭାରତ ସଭା ଉପରେ ରହିଛି । ଭାରତର ଏଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାର୍ତ୍ତା ପଠାଇଛି ଚୀନ ।…

କରୋନାରୁ ସୁସ୍ଥ ହେଲେ ଆଉ ୫୦୧୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ରହୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୦୧୪ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…

ଚର୍ଚ୍ଚାରେ ଆଦର ପୁନାୱାଲା

ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା । କିଛି ଦିନ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କୁ ‘ୱାଇ’କାଟାଗୋରୀ ସୁରକ୍ଷା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୁରକ୍ଷା ସହ ପୁନାୱାଲାଙ୍କ ପ୍ରତି ବିପଦ ଅଛି କି ନାହିଁ ତାହା ଜଣାପଡିବ । ଭ୍ୟାକସିନ୍ କୋଭିସିଲ୍ଡ ମୂଲ୍ୟକୁ ନେଇ…

ବଲାଙ୍ଗିରରେ ଉପର ମୁହାଁ ପାରଦ, ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର : ରାଜ୍ୟରେ କମୁନି ତାତି । ଜାରୀ ରହିଛି ସୂର୍ଯ୍ୟଙ୍କ ପ୍ରକୋପ । ଲଗାତର କିଛି ଦିନ ଧରି ପାରଦ ଉପରମୁହାଁ ରହୁଥିବା ବେଳେ, ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ଟି ସହରର ତାପମାତ୍ରା । ତେବେ ୪୨.୮ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ…

ପୂଜାରେ କଟକଣା

ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ ଦୂରଦୂରାନ୍ତରୁ ଲୋକେ ଏହି ସ୍ଥାନକୁ…