Latest Odisha News

BREAKING NEWS

ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ବିଏମସିରୁ ୧୧୧୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ କରୋନା ନୂଆ ନୂଆ ରେକର୍ଡ କରୁଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧ ହଜାର ୧୧୯ ଜଣ ବିଏମସି ଅଞ୍ଚଳରୁ । ଭୁବନେଶ୍ୱରରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭୫ଟି ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ…

ଜରୁରୀ ଥିଲେ ହସପିଟାଲ ଆସନ୍ତୁ କୋଭିଡ୍ ଆକ୍ରାନ୍ତ : ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ, କରୋନା ନିୟମ ମାନି ବାକୁ ପରାମର୍ଶ ଦେଇଛନ୍ତି ଏସିଏସ । ପଜିଟିଭ୍ ଚିହ୍ନଟ ହେଲେ ଭୟଭୀତ ହୁଅନ୍ତୁ ନାହିଁ ।…

ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି, ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ

ଭୁବନେଶ୍ବର : ସାରା ରାଜ୍ୟରେ ମହାମାରୀ କରୋନା ଏବେ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ବଢ଼ିଲାଣି ଚିନ୍ତା । ଏହାରି ଭିତରେ ବିଭିନ୍ନ ସ୍ଥାନରେ କଟକଣା ବି ଲାଗିଲାଣି । ତେବେ କରୋନାକୁ ମୁକାବିଲା କରିବା ପାଇଁ ଏବେ ଅଣ୍ଟା ଭିଡିଛି ବ୍ୟବସାୟୀ ମହାସଂଘ ।…

ମାଳତୀ ଦେଈ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାଳତୀ ଦେଈ .. ଏଇ ନାଁଟା ହିଁ ଯଥେଷ୍ଟ । କେବଳ ରାମପୁର ଗାଁ ନୁହେଁ, ଆଖ ପାଖ ଖଣ୍ଡମଣ୍ଡଳର ଲୋକେ ଜାଣନ୍ତି ତାକୁ । କି ଖରା .. କି ବର୍ଷା .. କିଛି ନମାନି, ଚାରି ଛଅ କୋଶ ଦୂରରୁ ଲୋକେ ଆସନ୍ତି ମାଳତୀ ଦେଈ ପାଖକୁ । କାହା ଛୁଆର ଦେହ…

ଜାଣନ୍ତୁ ରିଷି କପୁରଙ୍କ ଫିଲ୍ମ ‘ବବି’ ଏବଂ ପୂର୍ବତନ ପିଏମ୍‌ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କଣ ରହିଛି…

ନୂଆଦିଲ୍ଲୀ: ଆଜି ଭେଟେରାନ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଏକ ବର୍ଷ ପୂରିଛି। ପ୍ରାୟ ୨ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରିବା ପରେ ୩୦ ଏପ୍ରିଲରେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର ରୋମାଣ୍ଟିକ…

ରାଜ୍ୟରେ ୨୫ ହଜାର ଆରଟି-ପିସିଆର ଏବଂ ୫୦ ହଜାର ଆଣ୍ଟିଜେନ୍‌ ଟେଷ୍ଟ ଲକ୍ଷ୍ୟ; ଏସିଏସ୍‌

ଭୁବନେଶ୍ବର: ରାଜ୍ୟରେ ୨୫ ହଜାର ଆରଟିପିସିଆର ଟେଷ୍ଟ ଏବଂ ୫୦ ହଜାର ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଲେ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର। କରୋନା ପଜିଟିଭ ହେଲେ ବ୍ୟସ୍ତ ନହୋଇ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଲେ ଏସିଏସ୍‌। ଏହାଛଡ଼ା ରାଜ୍ୟରେ ଅକ୍ଚିଜେନର ଅଭାବ…

କରୋନାରେ ‘ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ: 'ସୁଟର ଦାଦୀ' ନାମରେ ମଧ୍ୟ ଜଣାଶୁଣା ଚନ୍ଦ୍ରୋ ତୋମାରଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ମିରଟ ହସ୍ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଛି। ଚନ୍ଦ୍ରୋ ତୋମାର ଏପ୍ରିଲ୍ ୨୭ରେ କରୋନା ସଂକ୍ରମିତ ହୋଇଥିଲେ। ବିମାନ ଚଳାଚଳ ମନ୍ତ୍ରୀ…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅକ୍ଷୟଙ୍କ ବେଲବଟମ

ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ । ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୂ ପ୍ରତୀକ୍ଷୀତ ବେଲବଟମ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେରେ ଥିଏଟର୍ସରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ…

ସିଏମ୍‌ ରିଲିଫ ଫଣ୍ଡ୍‌କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଡଃ ସୀତକଣ୍ଠ ଦାଶ

ମିନିଆପଲିସି / ଭୁବନେଶ୍ୱର: କୋଭିଡ୍‍ ସଙ୍କଟକୁ ମୁକାବିଲା କରିବା ପାଇଁ ଆମେରିକାରେ ଅବସ୍ଥାପିତ ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଏବଂ ଜନହିତୈଶୀ ଡଃ ସୀତକଣ୍ଠ ଦାଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଡଃ ଦାଶଙ୍କ ତରଫରୁ ଜଗଦଗୁରୁ କୃପାଳୁ…

ଫେଲ୍ ମାରିଲା ଯାଜପୁରରେ ଛାତ୍ର ଆନ୍ଦୋଳନ

ଯାଜପୁର: ରାଜ୍ୟରେ ପରୀକ୍ଷା ବାତିଲ ନେଇ ସତେ ଯେମିତି ଝଡ ସୃଷ୍ଟି ହୋଇଛି । ରାଜଧାନୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ନିଆଁ ଏବେ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ । ତେବେ ଏ ନେଇ…