Latest Odisha News

BREAKING NEWS

୧୦୦ କୋଟିର ଚଳଚ୍ଚିତ୍ରରେ ଅଭିନୟ କରିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବା ଅଧିକ ସନ୍ତୋଷଜନକ; ସୋନୁ ସୁଦ

ମୁମ୍ବାଇ: କୋଭିଡ ସଙ୍କଟର ଏହି ସମୟରେ, ସୋନୁ ସୁଦ ଲୋକମାନଙ୍କୁ ମାରାତ୍ମକ ଭୂତାଣୁ ସହିତ ଲଢିବାରେ ବେଶ୍‌ ସାହାଯ୍ୟ କରିଛନ୍ତି। ଡାକ୍ତରଖାନାର ଶଯ୍ୟା ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଗୋଟିଏ ସହରରୁ ଅନ୍ୟ ସହରକୁ ରୋଗୀ ଉଠାଇବା ପର୍ଯ୍ୟନ୍ତ ସୋନୁ ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ…

ଭାରତର ଏହି ମନ୍ଦିରରେ ପୁରୁଷ ଭକ୍ତ ଯିବା ମନା

ପୁରୀ: ଭାରତରେ ଏପରି ମନ୍ଦିର ଅଛି ଯେଉଁଠାକୁ ପୁରୁଷ ଭକ୍ତ ଯିବା ମନା । ଏଠାକୁ କେବଳ ମହିଳା ଭକ୍ତମାନେ ଯାଇପାରିବେ । ଆସନ୍ତୁ ସେଭଳି କିଛି ମନ୍ଦିର ବିଷୟରେ ଜାଣିବା କନ୍ୟାକୁମାରୀରର କୁମାରୀ ଅମାନ ମନ୍ଦିର: କନ୍ୟାକୁମାରୀରେ ରହିଛି କୁମାରୀ ଅମନାନ ମନ୍ଦିର । ଏଠାରେ ମାଆ ଭଗବତୀ ଦୁର୍ଗା…

ଛତିଶଗଡର ଏହି ମନ୍ଦିରରେ ଶିବ ଲିଙ୍ଗର ଆକାର ପ୍ରତ୍ୟେକ ବର୍ଷ ବଢ଼ିଥାଏ

ରାୟପୁର: ଛତିଶଗଡର ମରୋଦା ଗ୍ରାମରେ ରହିଛି ମହାପ୍ରଭୂ ଶିବଙ୍କ ଏକ ଅଦ୍ଭୁତ ମନ୍ଦିର । ଭୂତେଶ୍ୱର ଭକୁରା ମହାଦେଶ ମନ୍ଦିର ଭାବେ ଏହା ଭକ୍ତଙ୍କ ନିକଟରେ ବେଶ୍ ପରିଚିତ । ଏଠାକୁ ଆସିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏଠାରେ…

ବିଷ୍ଣୁ ମନ୍ଦିରରେ ଦୋଷା ଭୋଗ !

ମଦୁରାଇ: ଭାରତ ଏକ ଧର୍ମପ୍ରଧାନ ଦେଶ ଏଠାରେ ଭଗବାନଙ୍କ ପ୍ରତି ଭକ୍ତଙ୍କ ଅହେତୁକ ଭକ୍ତି ରହିଛି । ସରଳ ମନ ଓ ବିଶ୍ୱାସରେ ବିଭିନ୍ନ ସ୍ଥାନରେ ଭିନ୍ନ ଭୋଗ ଅର୍ପଣ କରାଯାଇଥାଏ । ମଦୁରାଇର କାଲାଝାଗର ମନ୍ଦିରର ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ଏଠାକାର ଭୋଗ ଓ ପୂଜା ବିଧି ଅନ୍ୟମାନଙ୍କୁ…

କରୋନା ଆକ୍ରାନ୍ତଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଭିନେତା ଅଜୟ ଦେବଗନ୍

ମୁମ୍ବାଇ: ଅଭିନେତା ଅଜୟ ଦେବଗନ୍ ବିଏମସି ସହ ମିଳିତ ଭାବେ ସହଯୋଗ କରି କରୋନାରେ ଆକ୍ରାନ୍ତ ଲୋକଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସୁବିଧା ଯୋଗାଉଛନ୍ତି। ଅଜୟ ଦେବଗନ୍ ବିଏମସିକୁ ମୁମ୍ବାଇର ଶିବାଜୀ ପାର୍କରେ ଏକ ଜରୁରୀକାଳୀନ ଚିକିତ୍ସା ୟୁନିଟ୍ ପ୍ରତିଷ୍ଠା କରିବାରେ ସାହାଯ୍ୟ…

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ଭାରତର ସର୍ବୋଚ୍ଚ ସ୍ଥାନରେ ରହିଛି କିଟ୍‌

ଭୁବନେଶ୍ୱର: କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ସର୍ବୋଚ୍ଚ ସ୍ଥାନରେ ରହିଛି କିଟ୍‌। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ କିଟକୁ…

ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଶକ୍ତିହୀନ କରୁଛି କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ଭାରତ ବାୟୋଟେକ୍ ଦ୍ବାରା ଉତ୍ପାଦିତ କୋଭିଡ୍ ଟିକା କୋଭାକ୍ସିନ୍‌ B.1.617 ପ୍ରକାର କିମ୍ବା ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଶକ୍ତିହୀନ କରୁଥିବା ଜଣାପଡ଼ିଛି। ଏ ନେଇ ହ୍ବାଇଟ୍‌ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନୀ ଫାଉସି ମଙ୍ଗଳବାର…

ଆସନ୍ତା କାଲିଠୁ ସୋମବାର ଯାଏ ଗୋଆ ଲକ୍‌ଡାଉନ୍‌

ଗୋଆ: ରାଜ୍ୟରେ ବଢୁଥିବା କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ଗୋଆରେ ଗୁରୁବାର ସନ୍ଧ୍ୟା ଠାରୁ ଲକ୍‌ଡାଉନ୍‌ ଜାରି ହେବା ନେଇ ଗୋଆ ସରକାର ଘୋଷଣା କରିଛନ୍ତି। ଏହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଗୋଆରେ ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ସେବା ଖୋଲା ରହିବ। ଗୋଆ ସିଏମ୍ ପ୍ରମୋଦ ସାମନ୍ତ…

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ…

ରାୟଗଡାରେ ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ନିକଟ ୬୩ ବାଟାଲିୟନର ଜଣେ ବିଏସ୍ଏଫ୍ ଯବାନ ବୁଧବାର ଦିନ ସୁରକ୍ଷା ପାଇଁ ନିଜ ପାଖରେ ଥିବା ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ମୃତ ଯବାନ ଜଣକ ହେଉଛନ୍ତି ଦିଲୀପ ମାଇ। ସେ ଚାରି ମାସ ପୂର୍ବରୁ ବିବାହ କରିଥିଲେ।…