Latest Odisha News

BREAKING NEWS

୧୨ ଜିଲ୍ଲାରେ ଆଜି ବନ୍ଦ ରହିବ ଟିକାକରଣ, ମାତ୍ର ୩୦୨ଟି କେନ୍ଦ୍ରରେ ଦିଆଯିବ ଟିକା

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କୋଭିଡ୍ ଟିକାକରଣ ହେବ ନାହିଁ । କେନ୍ଦ୍ର ଆବଶ୍ୟକ ମୁତାବକ ଟିକା ସମୟରେ ଯୋଗାଇ ଦେଉନାହିଁ । ଫଳରେ ରାଜ୍ୟରେ ଟିକାକରଣ ହ୍ରାସ୍ ପାଉଥିବା ବେଳେ ଲୋକେ ଟିକା ନେବାକୁ ଆସି ହଇରାଣ ଫେରୁଛନ୍ତି । ରାଜ୍ୟରେ ୧୨ ଶହରୁ ଅଧିକ…

ରାଜ୍ୟରୁ ଆଉ ୬ ହଜାର ୯୯୮ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ସଂକ୍ରମଣରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ହଜାର ୯୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪ ହଜାର ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୯୪୪ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୨୯-୪-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୯ ତାରିଖ ଗୁରୁବାର ମେଷ ୧୬ ଦିନ ବୈଶାଖ ମାସ କୃଷ୍ଣପକ୍ଷ ତୃତୀୟା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାରତୁଳା ଓ କୁମ୍ଭ ରାଶିର ଆଜିର ଘାତ ଚନ୍ଦ୍ର ସିଂହ,କନ୍ୟା ଓ ମକର ରାଶି…

କରୋନା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସରେ ବନ୍ଦ ହେଲା ପ୍ୟାଣ୍ଟ୍ରି କାର୍ ସେବା

ଭୁବନେଶ୍ବର : ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବନ୍ଦ ହେଲା ପ୍ୟାଣ୍ଟ୍ରି କାର୍ ସେବା । ଆଜିଠାରୁ ପୁରୀରୁ ଛାଡ଼ିବାକୁ ଥିବା ୦୨୮୦୧/୦୨୮୦୨ ପୁରୁଷୋତ୍ତମ ଏକ୍ସପ୍ରେସରେ ବନ୍ଦ ହୋଇଛି ପ୍ୟାଣ୍ଟ୍ରି କାର୍ ସେବା । ସେହିପରି ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ…

ଟାଇମସ୍ ପତ୍ରିକାର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ବର : ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତ୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାଁ ସାମିଲ ହୋଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି…

ଝୁରୁଛି ଶଙ୍ଖାରୀ ଗାଁ. . .

ସେ ଥିଲେ ସାହିତ୍ୟର ସ୍ରଷ୍ଟା । ଓଡ଼ିଆ ସାହିତ୍ୟର ମଉଡ଼ମଣି ଆଉ କଥାକାର । ତାଙ୍କର କାଳଜୟୀ ଲେଖା ଏବେ ବି ପ୍ରତିଟି ହୃଦୟ ତନ୍ତ୍ରୀରେ । ଏବେ ସେହି ସ୍ରଷ୍ଟା ବସନ୍ତର ପ୍ରାନ୍ତରେ ପତ୍ରଝଡା ଋତୁଟିଏ ଭଳି ବିଦାୟ ନେଇ ଚାଲିଗଲେ ପୁଣି ଫେରିବାର ପ୍ରତିଶ୍ରୁତି ଦେଇ । ତାଙ୍କର ଲେଖନୀରୁ ନିଃସୃତ ସେହି…

ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଖ୍ୟାତ ଲେଖକ ତଥା ସ୍ବର୍ଗତ ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପୁଡୁଚେରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜଙ୍କ ଶେଷ କୃତ୍ୟ ସମ୍ପନ୍ନ…

ପ୍ରଣାମ ମଧୁ ବାବୁ

କାଳିଆ ଘୋଡାରେ ଚଢିବି , ମଧୁ ବାବୁ ସଙ୍ଗେ ଲଢିବି.. . ଏବେ ବି ଏହି ଧାଡିକ ସମସ୍ତଙ୍କ ମୁହଁରେ ଗୁଣଗୁଣେଇବାର ମନେ ଅଛି । ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତଥା ଓଡ଼ିଶା ପ୍ରଦେଶର ଜନକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ପ୍ରଥମ ଓଡ଼ିଆ ଭାବେ ଜାତି ତାଙ୍କୁ ନେଇ ଗର୍ବ କରେ । ସେ ଥିଲେ ଖୁବ୍…

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ବଢ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କ ସୁରକ୍ଷା । ତାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ, ଆଦାର ପୁନାଓ୍ବାଲାଙ୍କୁ…

ପାଇଥନ-୫ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ସଫଳତା । ସ୍ବଦେଶୀ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷମତାରେ ଯୋଡି ହୋଇଛି ପଞ୍ଚମ ପୀଢିର ପାଇଥନ-୫ ମିସାଇଲ । ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ପଞ୍ଚମ ପୀଢିର ପାଇଥନ-୫…