Latest Odisha News

BREAKING NEWS

ରତ୍ନଗିରି ଏମଆର ଫାର୍ମା ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ରତ୍ନଗିରି ଜିଲ୍ଲାର MIDC ଠାରେ ଏମଆର ଫାର୍ମା ପ୍ରାଇଭେଟ ଲିମିଟେଡର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ସକାଳ ୧୧.୪୫ ସୁଦ୍ଧା ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଏହି ଘଟଣାରେ କୌଣସି ଶ୍ରମିକ ଆହତ ହୋଇନାହାଁନ୍ତି। ପ୍ଲାଣ୍ଟ ସ୍ୱତନ୍ତ୍ର ରାସାୟନିକ…

ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ୧୫୦ ଜିଲ୍ଲାରେ ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏକ ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ପ୍ରାୟ ୧୫୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲଗାଇବାକୁ ପ୍ରସ୍ତାବ ଦେଇଛି ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟ…

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ବୁଧବାର ଦିନ ଏପ୍ରିଲ୍ ୩୦ ରେ ଧାର୍ଯ୍ୟ ହୋଇଥିବା ଦ୍ବିତୀୟ ଭାଗ ଏମ୍‌ବିବିଏସ୍‌ ପରୀକ୍ଷାକୁ ସ୍ଥଗିତ ରଖିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଅଭୟ କୁମାର ନାୟକ ସୂଚନା ଦେଇଛନ୍ତି ଯେ ପରୀକ୍ଷାକୁ ସ୍ଥଗିତ…

କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ, ରେଡ୍ ଜୋନରେ ୧୭ ଜିଲ୍ଲା

ଭୁବନେଶ୍ୱର: କରୋନା ମାନଚିତ୍ରରେ ପ୍ରତିଦିନ ରଙ୍ଗ ବଦଳାଉଛି ଓଡ଼ିଶା । ସଂକ୍ରମଣ ବଢୁଛି । ସେହି ଅନୁସାରେ ଓଡ଼ିଶାର କରୋନା ମାନଚିତ୍ରରେ ରଙ୍ଗ ବି ବଦଳୁଛି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । ଏବେ କରୋନା କାୟାରେ ଅଧା ଓଡ଼ିଶା । ୧୭ଟି ଜିଲ୍ଲା ରେଡ୍ ଜୋନରେ ଅଛି ।…

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀର ପରିବହନ ଦେୟ ଛାଡ

ଭଦ୍ରକ: ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦରଗୁଡିକୁ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ପାଇଁ ଦେୟ ଛାଡ କରିଛି। ୟୁଏଇ, ଥାଇଲାଣ୍ଡ ଏଭଂ ସାଉଦି ଆରବରୁ ମେଡିକାଲ ଅମ୍ଲଜାନ ପରିବହନ…

ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ପଜିଟିଭ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଅଲୁ ଅର୍ଜୁନ ସୋସିଆଲ ମିଡିଆକୁ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ହୋମ୍ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାଛଡ଼ା ସେ ତାଙ୍କ…

ପ୍ଲାନେଟୋରିୟମ୍ ଓ ଆଦିବାସୀ ସଂଗ୍ରହାଳୟରେ ହେବ ଭର୍ଚୁଆଲ ଶୋ’

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ 20 ଏବଂ ସିଆରପିଏଫ ସ୍କୋୟାର ସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ…

କୋଭିଡ୍ ସମୟରେ ଟେଲି ମେଡିସିନରେ ଚିକିତ୍ସା ପରାମର୍ଶ, ଲେଖି ରଖନ୍ତୁ ଜରୁରୀ ଫୋନ୍ ନମ୍ବର

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଇଛି । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ହସ୍ପିଟାଲ ଆସିବାକୁ ଲୋକଙ୍କୁ ବାରଣ କରାଯାଉଛି । ଏହାସହ ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ…

୧୭ ଦିନ ପାଇଁ ବନ୍ଦ ରହିବ ବ୍ରହ୍ମପୁର ଏହି ଦୋକାନବଜାର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନାର ଭୟାବହ ପରିସ୍ଥିତିକୁ ଦେଖି ଦେଶୀବେହେରା ସାହିର ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। ବ୍ୟବସାୟ ସଂସ୍ଥା ବୁଧବାର ଦିନ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ବଡ଼ ବଜାରରେ ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।…

ଅକ୍ସିଜେନ୍ ହବ୍ ଓଡ଼ିଶା: ୬ ଦିନରେ ୮ଟି ରାଜ୍ୟକୁ ଦେଲାଣି ୨୧୧୨ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: ମହାମାରୀ ଭିତରେ ଅକ୍ସିଜେନ୍ ସଂକଟ ବିଭିନ୍ନ ରାଜ୍ୟକୁ କରୋନା ବିରୋଧୀ ଲଢ଼େଇରେ ଚିନ୍ତା ବଢ଼ାଇଛି । ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ବିଭିନ୍ନ ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଲଗାତାର ୬ ଦିନ ହେବ ଅକ୍ସିଜେନ୍ ଯୋଗାଣ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ଟି ରାଜ୍ୟରୁ…