Latest Odisha News

BREAKING NEWS

ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ସାଂସଦଙ୍କ ବୟାନ ସତ ବୋଲି କହିଲେ ବାୟୁସେନାର ପୂର୍ବତନ ମୁଖ୍ୟ ବିଏସ ଧନୋଆ

ନୂଆଦିଲ୍ଲୀ: ପାକିସ୍ତାନ ସାଂସଦ ଆୟାଜ ସାଦ୍ଦିକ୍ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ନିକଟରେ ଦେଇଥିବା ବୟାନ ସତ ବୋଲି କହିଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୋଆ । ଭାରତୀୟ ବାୟୁସେନା ମୁଖ୍ୟଙ୍କ କହିବା ଅନୁସାରେ ସେ ସମୟରେ ଆମର ମନୋବୃତି ଆକ୍ରମଣାତ୍ମକ ଥିଲା ।…

ଭୁବନେଶ୍ୱରରୁ ୯୩ ନୂଆ କୋଭିଡ ପଜିଟିଭ ଚିହ୍ନଟ; ୨୫୪ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୯୮୫ ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…

ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ; ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

ଭୁବନେଶ୍ୱର, ଅକ୍ଟୋବର ୨୯ : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍‌ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା । ଶିକ୍ଷା ଓ ଅନୁସନ୍ଧାନ…

ଘରେ ବସି ବୁଲି ପାରିବେ ନନ୍ଦନକାନନ

ଭୁବନେଶ୍ୱର: ଏଣିକି ଘରେ ବସି ଦେଖିହେବ ନନ୍ଦନକାନନ । ଅନ୍‌ଲାଇନ୍‌ରେ ଘରେ ରହି ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ ଲୋକ । ମହାମାରୀ କରୋନା ଯୋଗୁଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ୱେବ୍‌ସାଇଟ ଲଂଚ ହୋଇଛି । ଏଥିରେ ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ…

୬୫ ବର୍ଷରେ ସାଲଭେଙ୍କ ସେକେଣ୍ଡ ମ୍ୟାରେଜ

ଲଣ୍ଡନ: ସେକେଣ୍ଡ ଇନିଂସ ଆରମ୍ଭ କଲେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ୬୫ ବର୍ଷ ବୟସରେ କଲେ ଦ୍ୱିତୀୟ ବିବାହ । ସେ ତାଙ୍କ ବାନ୍ଧବି କାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି । ବୁଧବାର ଲଣ୍ଡନର ଏକ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମ ଅନୁଯାୟୀ ବିବାହ କରିଛନ୍ତି । କରୋନା କଟକଣା ଯୋଗୁ ମାତ୍ର ୧୫ ଜଣ…

ନାଇସି ଚର୍ଚ୍ଚରେ ଆତଙ୍କରାଜ: ୩ ମୃତ, ଆତଙ୍କବାଦୀ ଗିରଫ

ନାଇସି: ଫ୍ରାନ୍ସର ନାଇସି ସହରର ନୋଟ୍ରେ ଡ୍ରାମ ଚର୍ଚ୍ଚରେ ଆଜି ଜଣେ ଆତଙ୍କବାଦୀ ବିଭତ୍ସ କାଣ୍ଡ ଘଟାଇଛି । ଚର୍ଚ୍ଚ ମଧ୍ୟରେ ପ୍ରବେଶ କରି ଆତଙ୍କବାଦୀ ଜଣଙ୍କ ସମସ୍ତଙ୍କୁ ଗୋଡାଇ ଗୋଡାଇ ଛୁରୀ ଭୁଷିଥିଲା । ଜଣେ ମହିଳାଙ୍କ ବେକ କାଟି ଦେଇଥିଲା । ଏଥିରେ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ…

ଓଡ଼ିଆ ସଂସ୍କୃତିର ନିଆରା ଜହ୍ନି ଓଷା; କିପରି ଓ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଜହ୍ନି ଓଷା ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମନଙ୍କ ମଧ୍ୟରୁ ଅନ୍ୟତମ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ…

କାଜଲଙ୍କ ହାତରେ ଗୌତମଙ୍କ ନାଁର ମେହେନ୍ଦି, କାଲି ବିବାହ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତରେ ଲାଗିଲା ଗୌତମଙ୍କ ନାଁର ମେହେନ୍ଦି । କାଲି ବାଜିବ ସାହାନାଇ । ଆକ୍ଟାବର ୩୦ ତାରିଖରେ ବିଜନେସ୍ ଟାଇକୁନ୍ ଗୌତମ କିଚଲୁଙ୍କ ହାତ ଧରିବେ କାଜଲ । ଏଥିପାଇଁ କାଜଲଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିବାହର ଗୋଟିଏ ଦିନ ପୂର୍ବରୁ…

[ଭିଡିଓ] ପାକିସ୍ତାନୀ ଜୁମ୍ ମିଟିଂରେ ଶୁଭିଲା ଜୟ ଶ୍ରୀରାମ, ଜୟ ହନୁମାନ !

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ନିଦ ହଜାଇଦେଲେ ଭାରତୀୟ ହ୍ୟାକର୍ । କାଶ୍ମୀରକୁ ନେଇ ଚାଲିଥିଲା ପାକିସ୍ତାନୀ କୁଟନୀତିଜ୍ଞଙ୍କ ଜୁମ୍ ମିଟିଂ । ଫେସ୍‌ବୁକ୍‌ରେ ଏହି ଭିଡିଓ କନଫେରେନ୍ସ ଲାଇଭ୍ ଚାଲିଥିଲାବେଳେ ଶୁଭିଥିଲା ଜୟ ଶ୍ରୀରାମ ଓ ଜୟ ହନୁମାନ ଭଜନ । ମଙ୍ଗଳବାର ପାକିସ୍ତାନୀ…

ମୁଙ୍ଗେର ଗୁଳିକାଣ୍ଡ ଘଟଣାକୁ ନେଇ ତାତିଲେ ଜନତା, ଜାଳିଦେଲେ ଥାନା

ପାଟନା: ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଆସନ୍ତା ୩ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଲେ ମତଦାନ ପୂର୍ବରୁ ବିହାର ମୁଙ୍ଗେରରେ ମୂର୍ତ୍ତି ବିଷର୍ଜନ ଘଟଣାକୁ ନେଇ ପୁଣି ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋସ । ଲୋକମାନେ ପୂର୍ବ ସରାୟ ଥାନାକୁ ନିଆଁ ଲଗାଇ ଜାଳି…