Latest Odisha News

BREAKING NEWS

ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସର ଙ୍କ ଘରୁ କେହି ଦୁବୃର୍ତ୍ତ ପାଖାପାଖି ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କିଛି ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ବ୍ୟତୀତ ଦୁବୃର୍ତ୍ତ ମାନେ ଘରୁ ଲାପଟପ୍, ମୋବାଇଲ୍…

ଟାଇଗରଙ୍କ ସହ ପ୍ରକୃତି

ମୁମ୍ବାଇ: ବଲିଉଡ ଟାଇଗର, ବାଗୀ ତଥା ହିରୋପନ୍ତୀ ଟାଇଗର ଶ୍ରଫଙ୍କ ସହ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଗୀ ବୟଙ୍କ ସହ ପ୍ରକୃତିଙ୍କ ଫଟୋ । ତେବେ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରୁନାହାଁନ୍ତି । ଏହି ଫୋଟ ପଛରେ ରହିଛି…

ଆସନ୍ତାକାଲି ଶରଦ ପୂର୍ଣ୍ଣିମା; ଜାଣନ୍ତୁ, ଏହିଦିନର ମହତ୍ତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ଶରଦ ପୂର୍ଣ୍ଣିମା। ଆଶ୍ୱିନ ମାସ ଶୁକ୍ଲ ପକ୍ଷର ପୂର୍ଣ୍ମିମାକୁ ଶରଦ ପୂର୍ଣ୍ଣିମା କୁହାଯାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ସାରା ବର୍ଷରେ କେବଳ ଏହି ଦିନ ଚନ୍ଦ୍ର ୧୬ କଳାରେ ପୂର୍ଣ୍ଣ ହୋଇଥାଏ ଏବଂ ଏଥିରୁ ବାହାରୁଥିବା କିରଣ ରାତ୍ରିରେ ଅମୃତ ବର୍ଷା କରିଥାଏ ।…

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: DNAରୁ ସ୍ପଷ୍ଟ ହେଲା ସିମାଂଚଳ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆସିଛି ଡିଏନଏ ରିପୋର୍ଟ। ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟରୁ ସ୍ପଷ୍ଟ ହୋଇଛି ଯେ, ତାହା ନିଖୋଜ ହୋଇଥିବା ସିମାଂଚଳ ପରିଡାଙ୍କର । ଅର୍ଥାତ, ବିସ୍ଫୋରଣରେ ସିମାଂଚଳ ପରିଡାଙ୍କ ମୃତ୍ୟୁ…

ନୂଆ ରୂପରେ ସଞ୍ଜୁ ବାବା, ଦେଖନ୍ତୁ ଫଟୋ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ହେୟାର ଡ୍ରେସର ଆଲିମ ଖାନ ନୂଆ ଲୁକ୍ ସହିତ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ସଞ୍ଜୁ ବାବା ଏକ ସନ ଗ୍ଲାସ ସହ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋରେ କ୍ୟାପସନ୍ ଦିଆଯାଇଛି, ଆଃହା ଦ…

ଟ୍ୱିନ୍ ସିଟିରେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ଆକାଶ ଛୁଇଁଲାଣି ପନିପରିବା ଦର। ରିବା ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲଗିଛି।ପିଆଜ ଭଳି ଅତ୍ୟାବଶ୍ୟକୀୟ ପନିପରିବାର ଦର ପ୍ରତିଦିନ ବଢ଼ିବାରେ ଲାଗିଛି । ବର୍ଷର ଯେଉଁ ସମୟରେ ପରିବାର ମୂଲ୍ୟ କମ୍ ରହିବା କଥା ସେହି ସମୟରେ ପାରିବା ଦର ଆକାଶ ଛୁଆଁ…

[ଭିଡିଓ] ମହିଳାଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ !

ହରିୟାଣା: ରାସ୍ତାରେ ଯାଉଥିଲେ ଜଣେ ବିବାହିତ ମହିଳା । ହଠାତ୍ ଦୁଇ ଯୁବକ ବାଇକରେ ଆସି ଘଟାଇଥିଲେ ଅମାନୁଷିକ କାଣ୍ଡ । କିଛି ବୁଝିବା ପୂର୍ବରୁ ମହିଳାଙ୍କ ମୁହଁକୁ କରିଥିଲେ ଏସିଡ୍ ମାଡ୍ । କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡର…

ଖରିଫ ଧାନ ସଂଗ୍ରହ ପାଇଁ ୭ ଦିନ ପୂର୍ବରୁ ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ ଜେନେରେଟ ହେବ ।…

ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) । ଏହା ପୂର୍ବରୁ ଡିଜିସିଏ ପକ୍ଷରୁ ଅକ୍ଟୋବର ୩୦ ତାରିଖ ଯାଏଁ ଏହି ଅନ୍ତର୍ଜାତୀୟ ବିମାନ ଉଡାଣ…

କପିଳାସ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ବ୍ୟକ୍ତି ଟୁନା କରୁଆ ଓ ଟ୍ୱିନ୍ କୋଣ୍ଡଲକାନେ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ପକ୍ଷରୁ ଗତକାଲି ରାତିରେ ଉକ୍ତ ଅଞ୍ଚଳରେ ଚଢାଉ…