Latest Odisha News

BREAKING NEWS

ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବାଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସମେତ ବିଭିନ୍ନ କ୍ଷେତ୍ରରେ ୨୫…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ ପ୍ରଦାନ । ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ରେ ସମ୍ମାନୀତ ହେଲେ ମୋଦି । ସମ୍ମାନୀତ କଲେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍‌ଭା…

ଶ୍ରୀ ଭାଗବତ ସାର ୯୨: ନୈମିଷାରଣ୍ୟର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚା ଭିତରେ ଯେଉଁ ସବୁ ପୁଣ୍ୟ ସ୍ଥଳି ମାନଙ୍କ ନାମ ଆସେ ସେ ମଧ୍ୟରେ" ନୈମିଷାରଣ୍ୟ " ଅନ୍ୟତମ। କାରଣ ଏହାର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ। ଆହୁରି ହୃଦୟ ଛୁଆଁ ଏହାର ପାବନ ପ୍ରକୃତିର…

ସରିଲା ନବଦିନାତ୍ମକ ଯାତ୍ରା; ନୀଳକନ୍ଦରକୁ ବାହୁଡିଲେ ଚତୁର୍ଦ୍ଧାମୂରତୀ

ପୁରୀ: ଶେଷ ହେଲା ନବଦିନ ବ୍ୟାପୀ ଘୋଷଯାତ୍ରା । ମନ୍ଦିର ବାହାରେ ସରିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଲେ ଚତୁର୍ଦ୍ଧାମୂରତୀ । ସଂଧ୍ୟା ଧୂପ ସରିବା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି । ପ୍ରଥମେ ଗୋଟି ପହଣ୍ଡିରେ ଯାଇ…

ଗୁଣ୍ଡିଚା ମନ୍ଦିର ନିକଟରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣା; ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର

ଭୁବନେଶ୍ୱର: ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ତାରିଖରେ ଘଟିଥିବା ଦଳାଚକଟା ଯୋଗୁଁ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଓଡିଶା ସରକାରଙ୍କ ଗୃହ (ସ୍ୱତନ୍ତ୍ର ଶାଖା)…

ଜିଲ୍ଲା ଜେଲରେ ମିଶିବ ୪ଟି ସବ୍ ଜେଲ୍‌

ଭୁବନେଶ୍ୱର: ରାଜ୍ୟ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ୪ଟି ସବ୍ ଜେଲ୍‌କୁ ବନ୍ଦ କରି ନିକଟସ୍ଥ ଜିଲ୍ଲା ଜେଲରେ ମିଶ୍ରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଯୋଜନାରେ ସଂଶୋଧିତ ସୁବିଧାଗୁଡ଼ିକୁ ନିକଟବର୍ତ୍ତୀ ଜେଲ୍ ସହିତ ମିଶ୍ରଣ କରିବା ଏବଂ ବର୍ତ୍ତମାନର କଏଦୀମାନଙ୍କୁ ସ୍ଥାନାନ୍ତର…

ବିପୁଳ ପରିମାଣର ଗଞ୍ଜେଇ ଜବତ, ୧୨ ଗିରଫ

ନୂଆପଡ଼ା: ମଦ ଓ ଗଞ୍ଜେଇ ସହ ନିଶା କାରବାରରେ ଲିପ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପରେସନ ଶୁଦ୍ଧି ଅଭିଯାନ ଆରମ୍ଭ କରିଛି ନୂଆପଡ଼ା ଜିଲ୍ଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରାଯାଉଛି । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତିଙ୍କ…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ସର୍ବଭାରତୀୟ ସିନିୟର ର‌୍ୟାଙ୍କିଙ୍ଗ ବ୍ୟାଡମିଂଟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ । ପ୍ରକାଶଯୋଗ୍ୟ ଯେ, ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ, ଡ଼ବଲ୍ସ, ମିକ୍ସଡ଼ ଡ଼ବଲ୍ସ ଆଦି କ୍ୟାଟାଗୋରୀରେ ପ୍ରାୟ…

ହୀରାକୁଦର ଡ୍ୟାମର ୪ଟି ଗେଟ୍‌ ବନ୍ଦ ହେଲା

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଡ୍ୟାମ୍‌ର ୪ଟି ଗେଟ୍‌ । ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍‌ କୁ ବନ୍ଦ କରିଦିଆଯାଇଛି । ଏବେ ୧୬ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ । ପୂର୍ବରୁ ହୀରାକୁଦ ଡ୍ୟାମର ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ନିଷ୍କାସିତ ହେଉଥିଲା । ଗତ କିଛି ଦିନ ହେବ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ୨୦୨୫ର ୫ମ ସଂସ୍କରଣକୁ  କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ…