ଆପୋଲୋ ହସ୍ପିଟାଲ ପକ୍ଷରୁ ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସର ଉନ୍ମୋଚନ
ଭୁବନେଶ୍ୱର:ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱର ପକ୍ଷରୁ ଆଜି ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସକୁ ଉନ୍ମୋଚନ କରାଯାଇଛି । ଯେଉଁ ରୋଗୀମାନେ କୋଭିଡ୍ରୁ ଆରୋଗ୍ୟ ଲାଭ କରିଛନ୍ତି କିନ୍ତୁ ଏହି ସଂକ୍ରମଣର ମଧ୍ୟମ ଓ ଦୀର୍ଘମିଆଦୀ ପ୍ରଭାବ ଦ୍ୱାରା ପୀଡ଼ିତ ସେମାନଙ୍କ ପାଇଁ ଏହି ପୋଷ୍ଟ-କୋଭିଡ୍…