Latest Odisha News

BREAKING NEWS

ପଞ୍ଜାବ ଛାଡି ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ : ପଞ୍ଜାବ ଛାଡ଼ି ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା । ଦଳରେ ଲାଗି ରହିଥିବା ଅନ୍ତଃକନ୍ଦଳ ଓ ଆଗାମୀ ବିଧାନସଭା ନିର୍ବାଚନ ନେଇ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ୍ ଝାକର, ଅର୍ଥମନ୍ତ୍ରୀ ମନପ୍ରିତ୍ ସିଂ ବାଦଲ ଓ ସାଂସଦ ପ୍ରତାପ…

ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକିବା, ୩ ଜଣଙ୍କୁ ବାନ୍ଧିଲା ଏସଟିଏଫ

ଭୁବନେଶ୍ବର : ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକ୍ରି କରିବା । ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଜଣ । ଏହି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ କମ୍ପାନୀର ୨ ଜଣ…

ଦାଉଦ ଇବ୍ରାହିମର ଭାଇ ଇକବାଲ କସକରକୁ ଗିରଫ କଲା ଏନ୍‌ସିବି

ନୂଆଦିଲ୍ଲୀ: ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ବୁଧବାର ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଜାମ୍ମୁ କାଶ୍ମୀରରୁ ପଞ୍ଜାବ ପର୍ଯ୍ୟନ୍ତ ନିଷିଦ୍ଧ ପଦାର୍ଥ ବିକ୍ରି କରୁଥିବା ଅଭିଯୋଗରେ…

କାଲି ଦିଲ୍ଲୀରେ ହେବ ଜାମ୍ମୁ-କାଶ୍ମୀର ନେତାଙ୍କ ମେଳି

ନୂଆଦିଲ୍ଲୀ : ଆସନ୍ତାକାଲି ଜାମ୍ମୁ-କାଶ୍ମୀରକୁ ନେଇ ଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ଜାମ୍ମୁ-କାଶ୍ମୀରର ସମସ୍ତ ରାଜନୈତିକ ଦଳର ନେତା ସାମିଲ ହେବେ । ଏ ନେଇ ଦିଲ୍ଲୀରେ ଡେରା ପକାଇଲେଣି ଜାମ୍ମୁ-କାଶ୍ମୀରର ତୁଙ୍ଗ ନେତା । ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା, କଂଗ୍ରେସ…

ଏହି ଗାଁର ଲୋକଙ୍କୁ ଏଯାଏ ଛୁଇଁପାରିନି କରୋନା

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ସମଗ୍ର ଦେଶରେ କରୋନା ଦ୍ୱିତୀୟ ତରଙ୍ଗର ପ୍ରକୋପ ଜାରି ରହିଥିବା ବେଳେ କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଏକ ଗ୍ରାମାକୁ ଏଯାଏ ପଶିପାରିନି ଏହି ମାରାତ୍ମକ ଭୂତାଣୁ। ଏହି ଗାଁର ଲୋକେ କେରାନାର ନିୟମାବଳୀକୁ ଦୃଢ ଭାବେ ଅନୁସରଣ କରୁଛନ୍ତି। ଯାହା ଫଳରେ ଏହି…

ଯୁବକଙ୍କୁ ପିଟିପିଟି ହତ୍ୟା, ଟଙ୍କା ଓ ମୋବାଇଲ୍ ଲୁଟ୍

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ…

ସିଏମ୍ ରିଲିଫ ପାଣ୍ଠିକୁ ଓଏସବିସିଏଲ୍ ଦେଲା ୫ କୋଟି

ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ।…

ବିପର୍ଯ୍ୟୟ ପରିଚାଳନାରେ ଆମ ନୀତି; ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସମ୍ଭାବ୍ୟ ବନ୍ୟା, ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ଵ ସମସ୍ତେ ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ ‘ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ ସବୁ ଜୀବନ…

ପିଲାମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ବତୀୟ ତରଙ୍ଗ ହ୍ରାସ ନହେଉଣୁ ତୃତୀୟ ତରଙ୍ଗ ଚିନ୍ତା ବଢାଇଲାଣି। ଏହାଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଶିଶୁମାନେ। କାରଣ ସୂଚନା ଅନୁଯାୟୀ କରୋନା ତୃତୀୟ ଲହର ଅଧିକ ଶିଶୁମାନଙ୍କୁ ପ୍ରଭାବିତ କରିପାରେ। ତେବେ ଏହା ଭିତରେ ଏକ ଆଶ୍ବସ୍ତିକର କବର ମିଳିଛି। ଏକ…

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ…