Latest Odisha News

BREAKING NEWS

ଦୈନିକ ସଂକ୍ରମଣରେ ରେକର୍ଡ: ଦିନକରେ ଦେଶରୁ ୩ଲକ୍ଷ ୧୪ ହଜାର ପଜିଟିଭ୍, ସାରା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲରେ କରୋନା ଦେଶରେ ସୁନାମୀ ଆଣିଛି । ପ୍ରତିଦିନ ମାରୁଛି ଲମ୍ବା ଡିଆଁ ମାରୁଛି ମହାମାରୀ । ପ୍ରଥମେ ଲକ୍ଷେ, ପରେ ପରେ ଦୁଇ ଲକ୍ଷ ଡେଇଁଥିଲା ଦୈନିକ ସଂକ୍ରମଣ । ଆଜି ସବୁ ରେକର୍ଡ ପାର କରିଛି । ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୪ ହଜାର ୮୩୫ ନୂଆ ଆକ୍ରାନ୍ତ ।…

ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ, ଦିନକରେ ୬୧୬୪

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୬୪ ନୂଆ ଆକ୍ରାନ୍ତ। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। https://twitter.com/IPR_Odisha/status/1385068271670423553?s=19…

ରାଜ୍ୟରୁ କରୋନା ନେଲା ଆଉ ୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢୁଛି । ତାସହ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ମହାମାରୀ ନେଇଛି ଆଉ ୭ ଜୀବନ । ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ…

ପଶ୍ଚିମବଙ୍ଗରେ ଜାରି ରହିଛି ୬ଷ୍ଠ ପର୍ଯ୍ୟାୟ ମତଦାନ

କୋଲକାତା: କଡା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟରେ ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ହୋଇଛି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ଉତ୍ତର ଦିନାଜପୁର ଏବଂ ନାଦିଆ ଜିଲ୍ଲାର ପ୍ରତ୍ୟେକ ନଅଟି ନିର୍ବାଚନମଣ୍ଡଳୀରେ, ନର୍ଥ ୨୪ ପରଗାନରେ ୧୭ ଟି ଏବଂ ଇଷ୍ଟ…

କରୋନାରେ ଆଖି ବୁଜିଲେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ

ନୂଆଦିଲ୍ଲୀ: ଘାତକ ହେଉଛି କରୋନା । ମହାମାରୀ ନେଇଛି ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଜୀବନ । ଆଜି ସକାଳୁ ତାଙ୍କ ପୁଅ ଆଶିଷ ୟେଚୁରୀ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ମୃତ୍ୟୁ ବେଳକୁ ଆଶିଷଙ୍କୁ…

କବିତା : ଦୁଃଖ

ରାମକୃଷ୍ଣ  ବଡ଼ ଉଗ୍ରରୂପ ନେଇ ସେମାନେ ଆସନ୍ତି ମନେହୁଏ ଏଇ ଯେମିତି ସବୁଶେଷ ଫଳନ୍ତି ସ୍ବପ୍ନ ସବୁ ଧରାଶାୟି ହୁଅନ୍ତି ବାତ୍ୟାରେ ମନେହୁଏ ଆଉ ଜମାରୁ ଫୁଟିବନି ଫୁଲ ରକ୍ତରେ । ଅଥଚ ସେମାନେ ଫେରିଯିବା ବେଳେ ଭୁଲ୍ ପ୍ରମାଣିତ ହୁଏ ଆମର ଯାବତୀୟ ଭୟ ଓ ଆଶଙ୍କାର ମାନଚିତ୍ର, ମନର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୪-୨୦୨୧ ଗୁରୁବାର  ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୨ ତାରିଖ ଗୁରୁବାର ମେଷ ୯ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଆଜିର ଘାତ ବାରତୁଳା ଓ କୁମ୍ଭ ରାଶିର ଆଜିର ଘାତ ଚନ୍ଦ୍ର କର୍କଟ ଓ ମକର ରାଶି ପୁରୁଷ ଙ୍କର…

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ ରୁଜୁ ହେଲା ମାମଲା । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ରୁଜୁ ହୋଇଛି ମାମଲା । ମୃତ ଦୀନବନ୍ଧୁଙ୍କ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ରଙ୍କ ଲିଖିତ ଅଭିଯୋଗ ପରେ…

ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ଘରକୁ ଘର ବୁଲି କରିବେ ବର୍ଜ୍ୟବସ୍ତୁ ସଂଗ୍ରହ

ବାରିପଦା: ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଭିବନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ପ୍ରଥମ ଥର ପାଇଁ କିନ୍ନର ଓ ମହିଳା…

ଛତିଶଗଡ଼ ବିଜାପୁରରେ ପୁଣି ଯବାନଙ୍କୁ ଅପହରଣ କଲେ ମାଓବାଦୀ

ଛତିଶଗଡ଼ : ଛତିଶଗଡ଼ ବିଜାପୁରରେ ପୁଣି ଯବାନଙ୍କୁ ଅପହରଣ କଲେ ମାଓବାଦୀ । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଡିଆରଜି ଯବାନ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବାଦୀ । ବସ୍ତର ଜବଲପୁରରେ କାର୍ଯ୍ୟରତ ଥିବା ବେଳ, ଛୁଟିରେ ଗାଁକୁ ଫେରିଥିଲେ ଯବାନ ମୁରଲୀ ତାତି ।…