Latest Odisha News

BREAKING NEWS

ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ: ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଖବର ଅନୁଯାୟୀ, ଶନିବାର ସକାଳେ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା ନାମକ ଜଣେ ଯୁବକ ବାଇକ୍ ନେଇ ଦୋକାନକୁ ସଉଦା କରିବାକୁ ଯାଉଥିଲାବେଳେ…

ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତିଙ୍କ ସଂହାର କଲେ ମା’ ଦୁର୍ଗା!

କୋଲକାତା: ଦୁର୍ଗା ପୂଜା ଅବସରରେ ମା’ ଜଗତଜନନୀଙ୍କ ସ୍ୱାଗତ କରିବାରେ ଲାଗି ପଡିଛନ୍ତି ଶ୍ରଦ୍ଧାଳୁମାନେ । ଏପରିକି କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେଉଛନ୍ତି ମା’ । ହେଲେ କୋଲକାତାର ମୁର୍ସିଦାବାଦରେ ଦେଖିବାକୁ ମିଳିଛି ନିଆରା ଦୁର୍ଗା ମୂର୍ତ୍ତି । ମୁର୍ସିଦାବାଦର…

ଅଂହକାରୀଙ୍କ ସଦ୍‌ବୁଦ୍ଧି ହେଉ, ରାଜ୍ୟ ସରକାର ସମ୍ବେଦନହୀନ ସରକାର: ଧର୍ମେନ୍ଦ୍ର

ବାଲେଶ୍ୱର: ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢ଼େଇ । ବାଲେଶ୍ୟର-ତିର୍ତ୍ତୋଲ ପାଇଁ ଅଂଟା ଭିଡିଛନ୍ତି ସବୁ ଦେଳର ନେତା । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍ । ହେଭିୱେଟ୍ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି…

ଚୀନ୍‌ ସହିତ ମୁକାବିଲା ପାଇଁ ଭାରତ ଭଳି ସହଯୋଗୀ ଆବଶ୍ୟକ; ଆମେରିକା

ୱାଶିଂଟନ୍: ଆସନ୍ତା ନଭେମ୍ବର ୩ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ନିର୍ବାଚନ ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିଦିବସୀୟ ବୃହତ୍ତମ ଏବଂ ଶେଷ କୂଟନୈତିକ ଆଲୋଚନା ହେବ। ଏହି ଦୁଇ ଦିନିଆ ଆଲୋଚନାରେ ଭାରତ ଏବଂ ଆମେରିକାର ଚାରିଜଣ ବରିଷ୍ଠ…

ମିଜୋରାମରେ ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ପୁଣି ବନ୍ଦ ନିଷ୍ପତ୍ତି

ଆଇଜଲ୍: ଦେଶରେ କରୋନା କାୟା କମୁଥିବା ବେଳେ ମିଜୋରାମରେ ସ୍କୁଲ ଖୋଲିଥିଲା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ୮ ଦିନ ଯାଇଛି, ପୁଣି ଥରେ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାରଣ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ…

ବୁସାନ୍ ଅନ୍ତର୍ରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେଲା ପ୍ରକାଶ ଝାଙ୍କ ଅଭିନୀତ ସିନେମା ‘ମଟୋ କୀ…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଅଭିନୀତ ଚଳଚ୍ଚିତ୍ର 'ମଟୋ କୀ ସାଇକଲ୍‌'କୁ ନେଇ ଏହାର ନିର୍ଦ୍ଦେଶକ ଏମ୍‌ ଗାନି ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଏମ୍‌ ଗାନିଙ୍କ ପ୍ରଥମ ଚଳଚ୍ଚିତ୍ର। ଏମ୍‌ ଗାନି କହିଛନ୍ତି ଯେ ଚଳଚ୍ଚିତ୍ରର କାହାଣୀ ଦୈନନ୍ଦିନ ଲୋକଙ୍କ ଗତିବିଧି ଉପରେ ଆଧାରିତ,…

‘ବିସର୍ଜନ ନିୟମ ଭାଙ୍ଗିଲେ ହେବ କଡା କାର୍ଯାନୁଷ୍ଠାନ’

ଭୁବନେଶ୍ୱର: କରୋନା କାଳରେ ପାଳିତ ହେଉଛି ଦୁର୍ଗା ପୂଜା । କୋଭିଡ ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ମା’ଙ୍କ ପୂଜା ପାଳିତ ହେଉଛି । ତେବେ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡା କଟକଣା ଲାଗୁ ହୋଇଛି । କଡା ନିୟମ ଲାଗୁ କରିଛି ବିଏମ୍‌ସି । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ…

ହସ୍ପିଟାଲ ବେଡରୁ କପିଲ ଦେବଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ୍ କ୍ରିକେଟ ଟ୍ରଫି ଜିତାଇଥିବା କପିଲ ଦେବ ଫ୍ୟାନଙ୍କ ପାଇଁ ଖୁସିବ ଖବର । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚରା ସଫଳ ହେବା ପରେ ସାମନାକୁ ଆସିଛି ଫଟୋ। ହସ୍ପିଟାଲରୁ ବେଡରୁ ତାଙ୍କର ଫଟୋ ଆସିଛି । ଯେଉଁଥିରେ ସେ ସୁସ୍ଥ ଥିବା ନଜର ଆସିଛନ୍ତି । ଦୁଇ…

କରୋନା ନେଲା ଆଉ ୧୫ ମୁଣ୍ଡ, ମୋଟ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ କରୋନା ଗ୍ରାଫ ଖସୁଥିବା ବେଳେ ଆଉ ଗେଟେ ପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ୧୫…

କରୋନା ପୁନଃ ସଂକ୍ରମଣ ମାମଲା ଚିନ୍ତା ବଢାଇଲା; ବ୍ରିଟେନ୍‌ରେ ପୁଣି ଜାରି ହେଲା ଲକ୍‌ଡାଉନ୍‌

ଲଣ୍ଡନ: କରୋନା ଭୂତାଣୁ ପୂନଃ ସଂକ୍ରମଣ ମାମଲା ଏବେ ଲଣ୍ଡନ୍‌ରେ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଶୁକ୍ରବାର ଠାରୁ ଲଣ୍ଡନ୍‌ର କେତେକ ଜରୁରୀ ସ୍ଥାନରେ କଡା ଲକଡାଉନ୍ ଜାରି କରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୱେଲ୍ସରେ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପ୍ରକ୍ରିୟା…