Latest Odisha News

BREAKING NEWS

କୋଟିଏ ଛୁଇଁବ ଟିକାକରଣ: ଦୈନିକ ତିନି ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର- ଆସନ୍ତାକାଲିଠାରୁ ଦୈନିକ  ତିନି ଲକ୍ଷ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ  କରିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ  ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ…

ମାଲକାନଗିରି ଜିଲ୍ଲାପାଳ କରୋନା ଆକ୍ରାନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ସହ ତାଙ୍କ ସରକାରୀ ବାସଭବନର ମୋଟ ଛଅ ଜଣ କରୋନା ସଂକ୍ରମିତ…

ରୋବର୍ଟ କରିବ ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍ଗୀନ ଥିବାରୁ ଜନସମାବେଶ ଭଳି ପରିସ୍ଥିତି ତୀବ୍ର ବିପଦ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨ ନିର୍ବାଚନୀ ପ୍ରଚାର ଏକ ନୂଆ ଢଙ୍ଗରେ କରାଯିବ। ୨୦୨୨ ବିଧାନସଭା ନିର୍ବାଚନରେ ରାଜନୈତିକ ନେତାଙ୍କ ତରଫରୁ ପ୍ରଚାର କରୁଥିବା ହ୍ୟୁମାନୋଇଡ…

ସମସ୍ୟାକୁ ଅସ୍ତ୍ର କରି ପାରିଲେ ହିଁ ସର୍ଜନାର ରାସ୍ତା ପ୍ରଶସ୍ତ ହେଇ ପାରିବ : ମୌସୁମୀ ଦାସ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମୌସୁମୀ ଦାସ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…

ଦିଲ୍ଲୀରେ ଭୁମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। https://twitter.com/ANI/status/1406506068092473344?s=19 ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା…

ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଆଶୀର୍ବାଦ’, ୩ଟି ବର୍ଗରେ ସହାୟତା

ଭୁବନେଶ୍ୱର: ବାପା ମାଆ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଆଶୀର୍ବାଦ । ଏଥିରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଯୋଗ୍ୟ ଶିଶୁମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲା…

ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲା ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ: ଟ୍ରେଡ୍‌ ୱେବ୍‌ସାଇଟ୍‌ ବକ୍ସ ଅଫିସ୍‌ ଇଣ୍ଡିଆ ଅନୁଯାୟୀ ସଲମାନ ଖାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ରାଧେ' ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ଗଲ୍ଫ ଅଞ୍ଚଳରେ ୧,୬୫୦,୦୦୦ ଡଲାର, ଅଷ୍ଟ୍ରେଲିଆରେ ୩୯୦,୦୦୦ ଡଲାର, ଆମେରିକାରେ ୩୦୦,୦୦୦ ଡଲାର,…

Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ

ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ 'ପିତୃତ୍ବ ଦିବସ'ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।…

ଟିକାକରଣ ପ୍ରମାଣପତ୍ର ନେଇ ସାଲନ୍‌ ଆସିଲେ ମିଳିବ ୫୦% ରିହାତି

ଚେନ୍ନାଇ: କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଟିକାକରଣ କରିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ଉତ୍ସାହିତ କରାଯାଉଛି। ତାମିଲନାଡୁର ମଦୁରାଇର ଏକ ସେଲୁନ୍ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରଣାଳୀ ଆରମ୍ଭ କରିଛି।…

ଟାଟା ମ୍ୟାଜିକ୍ ଉପରେ ମାଡ଼ି ଗଲା ଟ୍ରକ୍, ୨ ଜଣଙ୍କର ମୃତ୍ୟୁ

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ ଉପରେ ମାଡ଼ି ଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା ମ୍ୟାଜିକ୍…