କରୋନା ସହ ଲଢିବା ପାଇଁ ଔଷଧ ନୁହେଁ ପେଗ୍ ଦରକାର
ନୂଆଦିଲ୍ଲୀ: ସୋମବାର ରାତିରୁ ୨୬ ଏପ୍ରିଲ ସକାଳ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ଏକ ସପ୍ତାହ ବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହାର କିଛି ସମୟ ପରେ ଲୋକମାନଙ୍କର ମଦ ଦୋକାନ ବାହାରେ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା।
ଶିବପୁରୀ ଗୀତା କଲୋନୀରେ ଥିବା…