Latest Odisha News

BREAKING NEWS

ପଞ୍ଜାବରେ ପ୍ରଥମ ଗ୍ରୀନ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଜଳନ୍ଧର: ପଞ୍ଜାବରେ ପ୍ରଥମ 'ଗ୍ରୀନ୍‌' ଫଙ୍ଗସ୍‌ ରୋଗୀ ଚିହ୍ନଟ। ପଞ୍ଜାବରେ ଏପିଡେମୋଲୋଜିଷ୍ଟ ଡକ୍ଟର ପରମବୀର ସିଂ କହିଛନ୍ତି ଯେ ରବିବାର ଦିନ ପଞ୍ଜାବର ଜଲନ୍ଧରରେ 'ଗ୍ରୀନ୍‌' ଫଙ୍ଗସର ପ୍ରଥମ ମାମଲା ରିପୋର୍ଟ ହୋଇଛି। ସିଂ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଗ୍ରୀନ୍‌…

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ…

ଜୁନ୍‌ ୨୩ରୁ ଭାରତ ଏବଂ ଦୁବାଇ ମଧ୍ୟରେ ଆରମ୍ଭ ହେବ ବିମାନ ଚଳାଚଳ

ନୂଆଦିଲ୍ଲୀ: କରୋନା ଯୋଗୁ ବିଭିନ୍ନ ଦେଶ ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଦେଶରେ ସ୍ଥିତି ନିୟନ୍ତ୍ରଣ ଆଡକୁ ଗତି କରୁଥିବା ବେଳେ ଦୁବାଇ ଭାରତରୁ ବିମାନ ଚଳାଚଳ ଉପରେ ରହିଥିବା କଟକଣାକୁ କୋହଳ କରିଛି। ଏ ନେଇ ଏମିରେଟ୍ସ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।…

୨ଟି ଡୋଜ ଟିକା ନେଇଥିବା ଲୋକଙ୍କୁ ରେସ୍ତୋରାଁ ଓ ପବ୍‌ରେ ମିଳିବ ୫୦% ରିହାତି

ଗୁରୁଗ୍ରାମ: ଏଣିକି ଟିକା ନେଇଥିବା ଗ୍ରାହକଙ୍କୁ ରେସ୍ତୋରାଁରେ ଖାଇଲା ବେଳେ ୫୦ ପ୍ରତିଶତ ରିହାତି ମିଳିବ। ଗୁରୁଗ୍ରାମର ସାଇବର ସିଟିରେ ଥିବା ରେସ୍ତୋରାଁ ଏବଂ ପବ୍ ଗୁଡିକ ଏକ ନିଆରା ସ୍କିମ୍ ଆଣିଛନ୍ତି। ଯେଉଁଠାରେ ଗ୍ରାହକମାନଙ୍କୁ କରୋନା ଟିକା ନେଇଥିବା ଲୋକଙ୍କୁ ରିହାତି ଦିଆଯିବ।…

କଣ୍ଠଶିଳ୍ପୀ ତପୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଯାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ମଧ୍ୟ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।…

କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ଲକ୍ଷ ଟଙ୍କା କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ହେବ ନାହିଁ । ସୁପ୍ରିମକୋର୍ଟଙ୍କୁ ଏକଥା କହିଛନ୍ତି କେନ୍ଦ୍ର ସରକାର । କୋଭିଡ୍ କ୍ଷତିପୂରଣ ସମ୍ପର୍କିତ ପିଟିସନର ଶୁଣାଣି ବେଳେ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି…

ଏବର୍ଷ +୨ ପାସ ହାର ୯୦% ଉପରେ ରହିବ, CHSE ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବାତିଲ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ବିକଳ୍ପ ମୂଲ୍ୟାୟନ ନେଇ ଘୋଷଣା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଏଭଳି ଆକଳନ କରିଛନ୍ତି ସିଏଚଏସଇ…

କବିତା : ବାପା ତୁମେ

 ଅନୀତା ଦାସ      ଆସିଛନ୍ତି ଯେତେ ମନୁଷ୍ୟ ଜୀବନେ, ବାପା ତୁମେ ଅମୁଲ୍ୟ ମନୁଷ୍ୟ ମୋ ପାଇଁ ସବୁ ବେଳେ। ଜୀବନେ ଜାଳିଛି ଯେତେ ଦୀପାଳି, ତୁମ ମଙ୍ଗଳ କାମନା ନିମନ୍ତେ ଦିଏ ଜାଳି। ତୁମେ ହିଁ ମୋ ପାଇଁ ପ୍ରଦୀପ ଶିଖା, ତୁମେ ହିଁ ମୋ ଜୀବନର ଏକ ମାତ୍ର ରେଖା। ଯାହା ବି…

୮୧ ଦିନ ପରେ ଦେଶରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ମୃତ୍ୟୁସଂଖ୍ୟା ବି ଧିରେ ଧିରେ କମୁଛି । ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ତଳକୁ ଖସିଛି । ମୃତ୍ୟୁସଂଖ୍ୟା ଦୁଇ ହଜାରରୁ କମ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୪୧୯ ନୂଆ ଆକ୍ରାନ୍ତ । ୮୧…

କଟକରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳା କାଟି ହତ୍ୟା, ମହିଳା ଗୁରୁତର

କଟକ:  ଜଘନ୍ୟ ହତ୍ୟାକାଣ୍ଡ । ଫୁଟପାଥରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…