Latest Odisha News

BREAKING NEWS

ଜଷ୍ଟିସ ସି.ଶଙ୍କରନ ନାୟାରଙ୍କ ଭୂମିକା କରିବେ ଅକ୍ଷୟ!

ମୁମ୍ବାଇ: କରନ ଜୋହର ଜାଲିୱାନବାଗ ନରସଂହାର ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଏହାର ନାମ ଦି ଅନଟୋଲ୍ଡ ଷ୍ଟୋରି ଅଫ ସି.ଶଙ୍କରନ ନାୟାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ କିପରି ଜଷ୍ଟିସ ସି.ଶଙ୍କରନ ଜାଲିୱାନବାଗ ପୀଡିତ ପାଇଁ ସାହାସର ସହ ଲଢ଼ିଥିଲେ ତାହା ଉଲ୍ଲେଖ ରହିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅକ୍ଷୟ କୁମାରଙ୍କ ସହ କରନ ଏହି କୋର୍ଟ ରୁମ ଡ୍ରାମା ନେଇ ଯୋଗାଯୋଗ କରିଛନ୍ତି ।

ମେକର୍ସଙ୍କ ପ୍ରଥମ ପସନ୍ଦ ଅକ୍ଷୟ ଥିଲେ ମଧ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅକ୍ଷୟଙ୍କ ପାଖରେ ଏବେ ଡେଟ୍ସ ସମସ୍ୟା ଥିବା ବେଳେ କରନ ଏହି ଫିଲ୍ମକୁ ଶୀଘ୍ର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.