Latest Odisha News

BREAKING NEWS

ନୟାଗଡ ଷ୍ଟେସନରେ ଗୁଣ୍ଡାଗିରି: ପୋଡ଼ାଜଳା ଓ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୟାଗଡ଼: ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ । ରାତିରେ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଷ୍ଟେସନରେ ଏଭଳି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଷ୍ଟେସନ ମ୍ୟାନେଜର । ଅଭିଯୋଗ ହୋଇଛି,…

ଆଜିଠାରୁ ରାଜ୍ୟ ବାହାରୁ ଆସିଲେ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ କଟକଣା ହେଲାଣି କଡ଼ାକଡ଼ି । ଆଜିଠାରୁ ରାଜ୍ୟ ବାହାରୁ ଓଡ଼ିଶା ଫେରିଲେ କୋଭିଡ୍ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଆଣିଲେ…

୨୪ ଘଣ୍ଟାରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୭୨୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲା ଓ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ସାଢ଼େ 12ଟାରେ ଏହି ବୈଠକ ବସିବ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରୁ କ୍ୟାବିନେଟ୍ ମନ୍ତ୍ରୀ ପରଷଦ ସମେତ ପ୍ରଶାସନିକ ଅଧିକାରୀ…

ଓଡ଼ିଶାରେ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅନଲାଇନ ଆଲୋଚନାଚକ୍ର

ନ୍ୟୁୟର୍କ : ଭାରତୀୟ କନସୁଲେଟ , ମିଲନ ସାଂସ୍କୃତିକ ସଂଘ ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ମିଳିତ ଆନୁକୂଲ୍ୟରେ 'ବ୍ୟବସାୟ ପାଇଁ ଓଡ଼ିଶାରେ ମହଜୁଦ ଆକର୍ଷକ ସୁଯୋଗ ଓ ପ୍ରୋତ୍ସାହନକୁ ପରଖିବା' ବିଷୟବସ୍ତୁ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଉପଲବ୍ଧ ଖଣିଜ…

କବିତା : ଏକାକୀ ଦ୍ରୌପଦୀ

ମଞ୍ଜୁବାଳା ପଣ୍ଡା  ବାସ୍ , ଅଳ୍ପ କେଇଦିନର ହୋହଲ୍ଲା ପରେ ପରେ ସବୁ ନିରବିଯିବ ଖୁଲମ୍ ଖୁଲା ଚାଲିବ ନିତି ପ୍ରତିଦିନ ,ଯାହା ଯେମିତି ସବୁ ଦିନ ଚାଲୁଛି ସବୁ କାଳେ , ଯାହା ଯେମିତି ଚାଲୁଥିଲା କେବଳ ଦେହଘସା ପରିସଂଖ୍ୟାନରେ ସଂଖ୍ୟାଟିଏ ଯାହା ଯୋଡିହେଲା। ତୁଣ୍ଡରେ ଧରିଲେ ସିନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୨ ତାରିଖ ସୋମବାର ମୀନ ୩୦ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଅମାବାସ୍ୟା ଭୁକ୍ତ ପ୍ରତିପଦା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଆଜିର ଘାତ ବାରମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର…

ପିପିଲିରେ ଜମୁଛି ପ୍ରଚାର, କାଲି ଭର୍ଚୁଆଲରେ କ୍ୟାମ୍ପେନ କରିବେ ମୁଖ୍ୟମନ୍ତ୍ରୀ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ଭୋଟ ହାତେଇବା ପାଇଁ ଚାଲିଛି ମାରାଥନ କ୍ୟାମ୍ପେନ୍ । ଗଡ଼ ବଞ୍ଚାଇବାକୁ ବିଜେଡି ଲାଗି ପଡ଼ିଥିବା ବେଳେ, ବିଜେପି ଓ କଂଗ୍ରେସ ବି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଘରକୁ ଘର ବୁଲି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରଚାର କରି ଭୋଟ…

ନୀତିଶଙ୍କ ବିସ୍ଫୋରକ ବ୍ୟାଟିଂ,ହାଇଦ୍ରାବାଦ ସମ୍ମୁଖରେ ୧୮୮ ରନର ଟାର୍ଗେଟ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ନୀତିଶ ରଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ୧୮୮ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ କରିଥିଲା । ଟସ୍ ଜିତି…

ଭୁବନେଶ୍ବରରୁ ୧୪୮ ପଜିଟିଭ୍, ସୁସ୍ଥ ହେଲେ ୫୪ ଜଣ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୪୮ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ୧୧୬ ରହିଛି । ସେହିପରି ବିଏମସି ଅଞ୍ଚଳରୁ ସୁସ୍ଥ…