Latest Odisha News

BREAKING NEWS

ଦେଶରୁ ଆଜି ୮୦ ହଜାର କରୋନା ପଜିଟିଭ ଚିହ୍ନଟ, ୭୧ ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ସେକେଣ୍ଡ ଓ୍ୱେଭରେ ଖସୁଛି କରୋନା ସଂକ୍ରମଣ । ଲକ୍ଷେରୁ ଖସି ଦୈନିକ ସଂକ୍ରମଣ ୮୦ ହାଜରରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୦ ହଜାର ୮୩୪ ପଜିଟିଭ୍ । ଯାହାକି ଗତ ୭୧ ଦିନରେ ସର୍ବନିମ୍ନ । ସେହିପରି ପଜିଟିଭିଟି ରେଟ୍ କ୍ରମାଗତ ହ୍ରାସ ପାଉଛି । ଆଜି…

ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ: G-7 ବୈଠକରେ ବିଶ୍ୱବାସୀଙ୍କୁ ମୋଦିଙ୍କ ମନ୍ତ୍ର

ନୂଆଦିଲ୍ଲୀ: G-7 ଶିଖର ସମ୍ମିଳନୀରେ ସାରା ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ (ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ) ଆହ୍ୱାନ ଦେଇଛନ୍ତି । ବିଶେଷ ଅତିଥି ଭାବରେ G-7 ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ…

ଓଡ଼ିଶାରୁ କରୋନା ନେଲା ଆଉ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ୪୦ରୁ ଖସିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୯ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରୁ…

ଆଜି ଓଡ଼ିଶାରେ ୪୪୬୯ କରୋନା ପଜିଟିଭ୍, ୧୬ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଲଗାତାର ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜର ୪୬୯ ପଜିଟିଭି । ଏଥିରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୨ହଜାର ୫୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯ଶହ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ: ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ସାରା ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୩-୬-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୩ ରିଖ ରବିବାର ବୃଷ ୩୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୨-୩୫ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ ଘାତ ବାର-: ମେଷ ରାଶିର…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…

ମୁକୁଲ ରୟଙ୍କ ପରେ ଆଉ କିଛି ବିଜେପି ନେତା ଟିଏମସିରେ ହେବେ ସାମିଲ

କୋଲକାତା : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡ଼ି ମୁକୁଲ ରୟ ଟିଏମସିରେ ସାମିଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁକୁଲ ରୟଙ୍କ ପରେ ଏବେ ବିଜେପିର ଆଉ କିଛି ନେତା ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଉତ୍ତର ଚବିଶି ପ୍ରଗଣାରେ ଏକ…

ଓୟୁଏଟିର ପୂର୍ବତନ ଡିନ୍ ଜଗନ ମୋହନ ଶତପଥୀଙ୍କ ପରଲୋକ

ଭୁବନେଶ୍ବର : ଓୟୁଏଟିର ପୂର୍ବତନ ଡିନ୍ ଡକ୍ଟର ଜଗନ ମୋହନ ଶତପଥୀଙ୍କ ପରଲୋକ । ସୂର୍ଯ୍ୟନଗର ସ୍ଥିତ ବାସଭବନରେ ତାଙ୍କର ଆଜି ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ । ଏହାସହ…