Latest Odisha News

BREAKING NEWS

ମଦ ବେପାରୀକୁୁ କାବୁ କଲେ ଗାଁ ଲୋକେ, ରନ୍ଧା ମଦ ଜବତ

ସୋନପୁର: ସଚେତନ ନାଗରିକର ଭୂମିକା ତୁଲାଇଲେ ଗାଁ ଲୋକେ । ରନ୍ଧା ଦେଶୀ ମଦ ବେପାରୀଙ୍କୁ ଧରି ପୋଲିସରେ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ସୋନପୁର ଜିଲ୍ଲାର ମାନପୁର ଅଂଚଳ । ସୂଚନା ଅନୁଯାୟୀ ଝାରବାହାଳି ଗାଁରୁ ଦୁଇଜଣ ବ୍ୟକ୍ତି ଏକ କାର ଯୋଗେ ରନ୍ଧା ମଦ ଧରି…

ବାୟୋଟେକ୍ ଫାର୍ମ ମାଇଲାବ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମାଇଲାବ ଡିସକଭରି ସଲ୍ୟୁସନ୍ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ତାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ଏକ ପୁଣେ ଭିତ୍ତିକ ଫାର୍ମ। ନିକଟରେ ଏହା ଦେଶର ପ୍ରଥମ କୋଭିଡ୍‌-୧୯ ସେଲ୍ଫ ଟେଷ୍ଟ କିଟ୍ କୋଭିସେଲଫ୍ ଲଞ୍ଚ କରିଛି।…

ଯବାନଙ୍କୁ ମାଡ ଅଭିଯୋଗ ,ଥାନାରେ ଏତଲା

ଗୁଣୁପୁର : ଯବାନଙ୍କୁ ମାଡ ଅଭିଯୋଗ । ଆଇଆରଵି ଏନ ଯବାନଙ୍କୁ କମାଣ୍ଡାଣ୍ଟଙ୍କ ମାଡ଼ ଅଭିଯୋଗ । ଘଟଣା ନେଇ ଥାନାରେ ଏତାଲା ଦିଆଯାଇଥିବା ବେଳେ ଯବାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲାର ଗୁଣୁପୁର ଭାମିନି ପୋଲିସ ବାଟାଲିଅନରେ ଘଟିଛି ଘଟଣା । କମାଣ୍ଡାଣ୍ଟ…

କୁଳାଙ୍ଗାର ଉବାଚ : ରଜଦୋଳି କଟ କଟ

ଡଃ.କୁଳାଙ୍ଗାର  ରଜଦୋଳି କଟ କଟ, ଖେଳିବିନି ଏଇ କରୋନା ଯୋଗୁଁ ମୋ ମନ ହୁଏ ଛଟପଟ ! ରଜ ସଜ ପାନଖିଆ, ଛାଡିବନି ଦାଗ ମାସ୍କଟାକୁ ମୋ ନାଲିଆ କରିବି କିଆଁ ? ଲୁଗା ଦୋକାନ ତ ବନ୍ଦ, ଲୁଚେଇ ପୋଷାକ କିଣି ପିନ୍ଧିବାକୁ ମନମୋର କାନ୍ଦକାନ୍ଦ ! ପୋଡପିଠା ପୋଡିଯାଉ,…

ମିନାକ୍ଷୀ ଦେବୀଙ୍କ ସ୍ମୃତିରେ

ସସ୍ମିତା ମହାନ୍ତି  ସାଙ୍ଗଟେ ଫୋନ୍ କରି କହିଲା କି ଦିନ ହେଲା କେଜାଣି ମଣିଷ ଶାନ୍ତିରେ ଟିକିଏ ଟିଭି ଦେଖି ପାରୁନି। ଆରେ କଣ ହେଲା ? ସମସ୍ତେ ଟିଭି ଦେଖୁଛନ୍ତି ମୁଁ ଏକା ଭକୁଆ। ମୋ ପାଇଁ ଟିଭି କାଇଁ ଯେ। ମାନେ..... ତୋ ଘରେ ପରା ତିନି ତିନିଟା ଟିଭି ଲାଗିଛି। କରୋନା…

ଦିଲ୍ଲୀ ଲଜପତ୍‌ ନଗର ସେଣ୍ଟ୍ରାଲ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଶନିବାର ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ’ରୁମ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା…

ଘର ଭିତରୁ ଉଦ୍ଧାର ହେଲା ଭାଲୁ

ଝରିଗାଁ  : ଘର ଭିତରୁ ଉଦ୍ଧାର ହେଲା ଭାଲୁ ।  ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି । ନବରଙ୍ଗପୁର ଝରିଗାଁ ଥାନା ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରକୁ ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର…

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି…

ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କଲେ ସୋନୁ

ନୂଆଦିଲ୍ଲୀ: ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କରିଛନ୍ତି ଅଭିନେତା ସୋନୁ ସୁଦ। ଆଇଏଏସ୍‌ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ନୂତନ ପଦକ୍ଷେପ ନେଇଛନ୍ତି। ସେ 'ସମ୍ଭବମ୍‌' ନାମରେ ଏକ…

ବିବାହ ପାଇଁ ସଜବାଜ ଦେବ ଦମ୍ପତି

ସୋନପୁର: ମହାପ୍ରଭୁ ଶିବ ଓ ମା ପାର୍ବତୀଙ୍କ ବିବାହ ପ୍ରସ୍ତୁତି l ଶୀତଳ ଷଷ୍ଠୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି l ସୁନାର ନାଗ ଓ ରୂପାର ବିମାନ ହେଉଛି ସୋନପୁର ସହରର ଶୀତଳ ଷଷ୍ଠୀ ଯାତ୍ରାର ସ୍ଵତନ୍ତ୍ରତା l ଏଥି ପାଇଁ ଜିଲ୍ଲା କୋଷାଗାରରୁ ବାହାର କରାଯାଇଛି ୧୦୮ଭରିର ସୁନା…