Latest Odisha News

BREAKING NEWS

ବେକରେ ଛୁରି ଲଗାଇ ଲୁଟ୍

ଆଠଗଡ: ଘରେ ପଶି ବେକରେ ଛୁରି ଲଗାଇ ଲୁଟ୍ । ଏଭଳି ଅଭିଯୋଗ ଆସିଛି ଆଠଗଡ ଜିଲ୍ଲା ଖୁଂଟୁଣି ଥାନା ଖମାର ନୂଆଗାଁରେ । ଗତ ବିଳମ୍ବିତ ରାତିରେ ଘରେ ଦୁର୍ବୃତ୍ତମାନେ ପସି ବେକରେ ଛୁରି ଲଗାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

ଦେଶର ୧୦ ପ୍ରଭାବଶାଳୀ ପ୍ରଶାସକ ତାଲିକାରେ ୩ ଓଡ଼ିଆ

ନୂଆଦିଲ୍ଲୀ: ଚମକିଲେ ୩ ଓଡ଼ିଆ ଅଧିକାରୀ । ଇଣ୍ଡିଆ ଟୁଡେ ପ୍ରକାଶ କରିଥିବା ଦେଶର ଟପ୍ ଟେନ୍ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଓଡ଼ିଆ। ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ ସବୁ କ୍ଷେତ୍ରରେ ବଢ଼ୁଛି ଓଡ଼ିଆଙ୍କ ପ୍ରଭାବ । ଇଣ୍ଡିଆ ଟୁଡେ ପକ୍ଷରୁ…

ବିନା ଭକ୍ତରେ ଶକ୍ତି ପୀଠ ଗୁଡିକରେ ଚାଲିଛି ଦେବୀ ପୂଜା

ଭୁବନେଶ୍ୱର: ଓଡିଶା ସମେତ ସମସ୍ତ ସ୍ଥାନର ଶକ୍ତିପୀଠ ଗୁଡିକରର ଆରମ୍ଭ ହୋଇ ଯାଇଛି ନବରାତ୍ର ପୂଜା। ନବରାତ୍ରୀ ଅବସରରେ ଓଡିଶାରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ବିଶେଷ ପୂଜାର୍ଚନା । ପ୍ରାୟ ୮ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ମନ୍ଦିର । ମାତ୍ର ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ…

ବାର୍ଥ ଡେ’ ପାର୍ଟି ପାଇଁ ବାର୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ବାର୍‌ରେ ବାର୍ଥ ଡେ’ ପାଳନ । ଭୁଲିଗଲେ କୋଭିଡ କଟକଣା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍ ସିଲ୍ କଲା ପୋଲିସ । ଭୁବନେଶ୍ୱର ଇନ୍‌ଫୋସିଟି ଅଚଂଳରେ ଥିବା ଇକୋ ବାର୍ ଉପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ସିଲ୍ କରିଛି । ବାର୍ଥ ଡେ ପାଳନ ବେଳେ କାହାରି ମୁହଁରେ…

ନବରାତ୍ରୀର ତୃତୀୟ ଦିନ; ଚନ୍ଦ୍ରଘଣ୍ଟା ରୂପରେ ଆର୍ଶୀବାଦ ଦେଉଛନ୍ତି ମା’

ଭୁବନେଶ୍ୱର: ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି। ନବରାତ୍ରୀ ହେଉଛି ଦଶହରା…

ରାସ୍ତା ଉପରେ ଜଳିଗଲା ଟ୍ରକ

ଭୁବନେଶ୍ୱର: ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ଟ୍ରକ୍ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ପାହାଳରେ ଘଟିଛି ଏହି ଘଟଣା। ଏକ ବାଲି ବୋଝେଇ ଟ୍ରକ ଜଳିଯାଇଛି । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବାବେଳେ ହାଠତ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା । ଏହାକୁ ଦେଖି…

ଜାଣନ୍ତୁ, କେମତି କଟିବ ଆଜିର ଦିନ

ରାଶି ଫଳ  ତା ୧୯-୧୦-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା   ଅକ୍ଟୋବର ତା ୧୯ ରିଖ ସୋମବାର ତୁଳା ୩ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର   ଘାତ ଚନ୍ଦ୍ର-:ସିଂହ କନ୍ୟା ଓ ମକର ରାଶି…

୨୩ ଯାଏଁ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ। ଆଜିଠୁ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ତେବେ ଏହାର ପ୍ରଭବାରେ ଉପକୂଳ ଜିଲ୍ଲା ସମେତ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ଚମତ୍କାର ରବିବାର, ଗୋଟିଏ ମ୍ୟାଚରେ ଦୁଇଟି ସୁପର ଓଭର; ଜିତିଲା ପଂଜାବ !

ଦୁବାଇ: ରବିବାର ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଦେଖିବାକୁ ମିଳିଥିଲା ସୁପର୍ ସଣ୍ଡେ ଟକ୍କର । ଖାସ୍ କରି ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ କିଙ୍ଗସ୍ ଇଲେଭେନ୍ ପଂଜାବ ମ୍ୟାଚକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ସୁପର୍ ଓଭରରେ…

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଚଳନ୍ତା ଗାଡିରୁ ଡେଇଁଲେ ଦୁଇ ଯୁବତୀ !

ପଂଜାବ: ଅସୁରକ୍ଷିତ ଭାରତ ନା ବିପଦରେ ନାରୀ ଜାତିର ଅସ୍ତିତ୍ୱ । ପାଦେପାଦେ ବିପଦ । ପ୍ରତି ସମୟରେ ନାରୀମାନଙ୍କ ପ୍ରତି ଘଟୁଛି କିଛି ନା କିଛି ଅଘଟଣ । ଦୁଷ୍କର୍ମ ଭଳି ଶବ୍ଦ ଟିଭି, ଖବର କାଗଜ ଓ ଡିଜିଟାଲ ମିଡିଆରେ ସଦାସର୍ବଦା ପୃଷ୍ଠା ମଣ୍ଡନ କରୁଛି । ପଂଜାବର ଅମ୍ରିତସରରେ ସାମ୍ନାକୁ…