Latest Odisha News

BREAKING NEWS

ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍ ? ଆଜି ଟାକ୍ସଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁମ୍ୱାଇ: ମହାରାଷ୍ଟ୍ରରେ ସଂକ୍ରମଣ ମହାରୂପ ଧାରଣ କରିଛି । ଦୈନିକ ୫୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ନିୟନ୍ତ୍ରଣ ବାହାରକୁ ଯାଉଛି ସ୍ଥିତି । ରାଜ୍ୟରେ ଲକଡାଉନ୍ ଲାଗୁ ହେବ କି ? ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି…

ସୋପିଆନରେ ପୁଣି ଏନକାଉଣ୍ଟର, ଟଳିଲେ ୨ ଆତଙ୍କୀ

ସୋପିଆନ୍: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିପେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନେ ଅଲ୍-ବଦ୍ରି ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣା…

ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍, ଏସବୁ ଜିଲ୍ଲାରେ ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୩ଶହ ୭୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ…

ଅପରେନସ୍ ହାଇଦର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ଖୋଜୁଛି ପୋଲିସର ୪ଟି ଟିମ୍

ଭୁବନେଶ୍ୱର: ପୋଲିସକୁ ଚକମା ଦେଇ କଟକ ଏସସିବିରୁ ଚମ୍ପଟ ମାରିଥିବା ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠୁ ଲୁଚିଛି ? ତାକୁ ଖୋଜୁଛି ପୋଲିସ । ଗତକାଲିଠାରୁ ଏଯାଏ କୌଣସି ପତ୍ତା ମିଳିନି । ହାଇଦରକୁ ଖୋଜିବା ପାଇଁ ୪ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି । ରେଲ୍‌ୱେ ଷ୍ଟେସନ, ବିମାନ ବନ୍ଦର,…

ଆଜିଠାରୁ ଦେଶବ୍ୟାପୀ ୫ଦିନିଆ ଟିକା ଉତ୍ସବ, ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ପାଞ୍ଚ ଦିନିଆ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୧ ତାରିଖ ରବିବାର ମୀନ ୨୯ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଆଜିର ଘାତ ବାରମେଷ ରାଶିର ଆଜିର ଘାତ ଚନ୍ଦ୍ରଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର ଆଜିର ନିଷେଧ…

ସାହିତ୍ୟ ଅମୃତ ତୁଲ୍ୟ : ମଞ୍ଜୁବାଳା ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାଁ ମଞ୍ଜୁବାଳା ପଣ୍ଡା । ପେଶାରେ ଜଣେ ଡାକ୍ତର କିନ୍ତୁ ନିଶା ସାହିତ୍ୟ ସୃଷ୍ଟି । ସାମାଜିକ ସମସ୍ୟା ଓ ତାର ସମାଧାନର ବାର୍ତ୍ତା ନେଇ ସେ ରଚନା କରିଛନ୍ତି ଅନେକ ଗପ । ସେହିପରି କବିତାର ରଚନାରେ ମଧ୍ୟ ସେ ଜିଣିପାରିଛନ୍ତି ପାଠକଙ୍କ ହୃଦୟକୁ । ଭାବ ଓ…

ଅନୁଗୁଳରୁ ବଡ଼ ଧରଣର ରାକେଟର ପର୍ଦ୍ଦାଫାଶ, ନକଲି ଡିଏଲ୍, ପ୍ୟାନ କାର୍ଡ ଜବତ

ଅନୁଗୁଳ : ଅନୁଗୁଳ ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ପଡ଼ିଛି ବଡ଼ ଧରଣର ରାକେଟ୍ । ନକଲି ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆଧାର କାର୍ଡ ଓ କୋଇଲା ଟ୍ରାଞ୍ଜିଟ ପାସ ରାକେଟର ପର୍ଦାଫାଶ କରିଛି ତାଳଚେର କୋଲିୟାରି ପୋଲିସ । ତାଳଚେର ସହରର ତିନୋଟି ଜେରକ୍ସ ଦୋକାନରେ ଏହି ନକଲି…

ଭୁବନେଶ୍ବରରୁ ୧୭୧ ନୂଆ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୭୧ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ, ୧୨୬ ଜଣ ଲୋକାଲ କେସ୍ । ଏନେଇ ଟ୍ବିଟ୍ କରି ସୂଚନା…

ରାଇନାଙ୍କ ଅର୍ଦ୍ଧଶତକ, ଧୋନୀ ଫେଲ୍‌: ଦିଲ୍ଲୀ ସମ୍ମୁଖରେ ୧୮୯ ରନର ଟାର୍ଗେଟ ରଖିଲା ଚେନ୍ନାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଅନୁଷ୍ଠିତ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ୧୮୯ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…