Latest Odisha News

BREAKING NEWS

ଗିରଫ ହେଲେ କୋଟିପତି କିରାଣି

ଭୁବନେଶ୍ବର : ଗିରଫ ହେଲେ କୋଟିପତି କିରାଣି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଦିଲ୍ଲୀପଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।…

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି। ପୋଲିସ କହିଛି ଯେ ସୋଲବର୍ଗଙ୍କ ଦ୍ବାରା ଆୟୋଜିତ ରାତ୍ରି ଭୋଜନରେ…

ପୁଣି ମାତିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଆଇଟିବିପି ଯବାନ !

ମାଲକାନଗିରି: ଛତିଶଗଡ ବିଜାପୁରରେ ସହିଦଙ୍କ ଜୁଇର ନିଆଁ ନଲିଭୁଣୁ, ପୁଣିଥରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଏକ ବଡ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ କୁଶନାଡ କ୍ୟାମ୍ପର ୫୩ ବାଟାଲିୟନର ଆଇଟିବିପି ଯବାନମାନେ କୁମ୍ବିଂ ଅପରେସନରେ ଥିଲେ । ସେହି ସମୟରେ ମାଓବାଦୀମାନେ ସେମାନଙ୍କୁ…

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ଏମ୍‌ସ ଠାରେ କରୋନା‌ ଟିକା କୋଭାକ୍ସିନ୍‌ ଗ୍ରହଣ କରିଛନ୍ତି। ଏହା ସହିତ ସମସ୍ତେ ନିଶ୍ଚିତ ଭାବେ ଟିକା ଗ୍ରହଣ କରି ସୁରକ୍ଷିତ ରହିବା…

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କରୋନା ପଜିଟିଭ୍

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ‌ ଅଜିତ‌ ଶନିବାର ଦିନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ତେବେ ସେ କଂଗ୍ରେସ କର୍ମୀଙ୍କୁ ଗୁଜବ ପ୍ରଚାର ନକରିବା ଏବଂ ଦଳ…

ସିଲ୍‌ ହେଲା ଓଡ଼ିଶାର ଆଉ ୨ ସିନେମା ହଲ୍‌

ପାରଳାଖେମୁଣ୍ଡି: କୋଭିଡ୍‌-୧୯ ଗାଇଡଲାଇନର ଉଲ୍ଲଂଘନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଶନିବାର ଦିନ ପାରଳାଖେମୁଣ୍ଡି ସହରର ଦୁଇଟି ସିନେମା ହଲକୁ ସିଲ୍ କରିଛି। ପ୍ରଶାସନ ଏକ ବିଜ୍ଞପ୍ତିରେ କହିଛି ଯେ ଦୁଇଟି ସିନେମା ହଲ୍ - ଜୟା ମହଲ ଏବଂ ଲକ୍ଷ୍ମୀ ଟକିଜ୍ - ପରବର୍ତ୍ତୀ ନିର୍ଦ୍ଦେଶ ଆସିବା…

୩ ଦିନ ମଧ୍ୟରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୯୦ ଲକ୍ଷରୁ ଅଧିକ ‌ଜରିମାନା ଆଦାୟ କରିଛି ଓଡ଼ିଶା ପୋଲିସ

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଜାରି କରି ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶା ପୋଲିସ ପ୍ରାୟ ୩୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଅଭିଯାନର ତୃତୀୟ ଦିନରେ ମାସ୍କ ବ୍ୟବହାର ନକରିବା କିମ୍ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୋଲିସ ୧୨,୧୪୫…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ୫ ମୃତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ପୁନର୍ବାର ହିଂସା ଘଟିବା ସହ ୫ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କ୍ଷମତା ବଜାୟ ରଖିବା ଏବଂ ହାସଲ ନେଇ ପାର୍ଟିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗଣତନ୍ତ୍ରକୁ ବଦନାମ କରୁଛି । ରିପୋର୍ଟ ମୁତାବକ କୁଚବିହାର ଅଂଚଳର ଜୋର ପାଟକିରେ ଟିଏମସି ଓ ବିଜେପି କର୍ମୀ…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ବିବାହ ପାଇଁ ବର ଖୋଜୁଛନ୍ତି ଏହି ୭୩ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଜଣେ ୭୩ ବର୍ଷିୟା ମହିଳାଙ୍କ ବିବାହ କରିବା ନିଶା।ମୈସୁର ଜିଲ୍ଲାରେ ରହୁଥିବା ଜଣେ ୭୩ ବର୍ଷୀୟା ମହିଳା ନିଷ୍ପତ୍ତି ନେଇଥିଲେ ଯେ ସେ କେବେ ଏକୁଟିଆ ରହିବେ ନାହିଁ। ସେ ଜଣେ ଶିକ୍ଷକ ଭାବରେ ଅବସର ନେଇଛନ୍ତି। ତେବେ ବିବାହ ପାଇଁ ମହିଳା…