କୋଲକାତା ଟିମ ଆଶ୍ୱସ୍ତ, ସୁନୀଲ ନାରିନଙ୍କୁ କ୍ଲିନ ଚିଟ୍
ଦୁବାଇ: କୋଲକାତା ନାଇଟ ରାଇଡର୍ସର ଷ୍ଟାର ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନକୁ ଆଇପିଏଲ ପକ୍ଷରୁ କ୍ଲିନ ଚିଟ ଦିଆଯାଇଛି । ଫଳରେ କୋଲକାତା ଟିମ୍ ଆଶ୍ୱସ୍ତ ହୋଇଛି । କିଙ୍ଗ୍ସ ଇଲେଭନ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ହୋଇଥିଲା । ଏବେ ଗ୍ରୀନ ସିଗନାଲ…