ପିପିଲି ବାଇପୋଲ୍; ଆସନ୍ତା ୧୨ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୧୨ ରେ ଆଗାମୀ ପିପିଲି ବାଇପୋଲରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରାଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ମନ୍ତ୍ରୀ ସମୀର ରଂଜନ ଦାଶ ଶୁକ୍ରବାର ସୂଚନା ଦେଇଛନ୍ତି।
ନବୀନ ଭର୍ଚୁଆଲ ମୋଡରେ ଏହି ପ୍ରଚାର କରିବେ ବୋଲି ମନ୍ତ୍ରୀ…