ମୋର୍ଗାନ, କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକତା ୧୬୩/୫
ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମୁକାବିଲାରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନର ବିଜୟ ଟାର୍ଗେଟ ଦେଇଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିଥିଲା । କୋଲକାତାର ଦୁଇ ଓପନର ଶୁଭମ ଗିଲ ଓ ରାହୁଲ ତ୍ରିପାଠୀ ୧ମ ଉଇକେଟରେ ୪୮ ରନ ଯୋଗ କରି…