Latest Odisha News

BREAKING NEWS

‘ଭୁବନେଶ୍ୱର-ରାଜଧାନୀ ଏକ୍ସପ୍ରେସ’ରେ କ୍ୟାଟରିଂ ସେବା ହେଲା ଇଛାଧିନ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି । ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ…

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ…

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟେଷ୍ଟ: ମ୍ୟାଚ ଜିତିଲେ ଧୋନୀଙ୍କ ରେକର୍ଡ଼ ଭାଙ୍ଗିବେ ବିରାଟ କୋହଲୀ

ଜାମାଇକା: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାମାଇକାର କିଙ୍ଗଷ୍ଟନଠାରେ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଭାରତ ୧ମ ଟେଷ୍ଟରେ ବିପୁଳ ବିଜୟ ହାସଲ କରି ୧-୦ରେ ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିଛି । ଜାସନ୍ ହୋଲ୍ଡରଙ୍କ ଇଣ୍ଡିଜଦଳ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଉଦ୍ୟମ…

ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଶୁକ୍ରବାର ଦିନ ଲଖନଉଠାରେ ଅନୁଷ୍ଠିତ ହେଉଥିବା ୫୯ତମ ଆନ୍ତଃରାଜ୍ୟ ସିନିୟର୍ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୂତୀ ଏହି ଦୌଡ଼କୁ ୧୧.୩୮ ସେକେଣ୍ଡରେ ସମାପ୍ତ କରି ପ୍ରଥମ ସ୍ଥାନ ହାସଲ…

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବରଗଡ, ସୋନପୁର, ବୌଦ୍ଧ, ଭୁବନେଶ୍ୱର, କଟକ,…

‘କେବିସି ହଟ୍ ସିଟ’ରେ ଓଡିଶାର ଆଇପିଏସ୍ ଅଧିକାରୀ !

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍ ଶୋ’ ‘କୋନ ବନେଗା କରୋଡପତି’ (କେବିସି)ର ସିଜନ୍-୧୧ରେ ନଜର ଆଜି ଆସିବାକୁ ଯାଉଛନ୍ତି ଓଡିଶାର ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ । ଶ୍ରୀ ପ୍ରଧାନ ବର୍ତ୍ତମାନ ଏନଡିଆରଏଫର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଏହି ଏପିସୋଡ୍ ଶୁକ୍ରବାର…

ଟ୍ୱିଟରରେ ‘କାଶ୍ମୀର ଆୱାର’କୁ ନେଇ ଝଡ଼, ଆଫ୍ରିଦିଙ୍କୁ ବର୍ଷିଲେ ଗମ୍ଭୀର !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ରକ୍ତମୁଖା ହୋଇପଡ଼ିଛି । ଏବେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କାଶ୍ମୀର ଉପତ୍ୟକା । କାଶ୍ମୀରକୁ ନେଇ ପାକିସ୍ତାନରେ ସବୁବେଳେ ରାଜନୈତିକ ଉତଥାନ ପତନ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । ଜମ୍ମୁ ଓ କାଶ୍ମୀରରେ ଏବେ…

ଭୋପାଲୀ ମଟନ

ଘରେ ପ୍ରସ୍ତୁତ କରନ୍ତୁ ଭୋପାଲୀ ମଟନ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ତେଜପତ୍ର – ୩ଟି ଗୋଟା ଜିରା, ଧନିଆ, ଡ଼ାଲଚିନି, ବଡ଼ ଅଳେଇଚ, ଗୁଜୁରାତି, ଜାଇତ୍ରି ଫଳ ଲୁଣ – ଆବଶ୍ୟକ…

ବୁଲି ଯାଆନ୍ତୁ ଲଦାଖର ଅଲ୍‌ଛି ଗାଁ

ଜାମ୍ମୁ-କାଶ୍ମୀରକୁ ଭାରତର ସ୍ୱର୍ଗ ବୋଲି କୁହାଯାଏ । ଏଠାକାର ପାଣି, ପବନ, ପରିବେଶ, ସୌନ୍ଦର୍ଯ୍ୟ କୁ ଦେଖିଲେ ଲାଗେ ଏସବୁ ଯେମିତି ଭଗବାନ ନିଜେ ଶିଳ୍ପୀ ପଠାଇ ଗଢିଛନ୍ତି । ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ପ୍ରାକୃତିକ ସୁନ୍ଦରତରେ…