Latest Odisha News

BREAKING NEWS

ବାଲେଶ୍ୱର ଔପଦା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ବାଲେଶ୍ୱର: ଔପଦା ଅଞ୍ଚଳରୁ ଗୋଟିଏ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଦନ୍ତୁର ଫରେଷ୍ଟ ବିଟହାଉସ ଅନ୍ତର୍ଗତ ଦାରିପୋଖରୀ ଗାଁ ଅନ୍ତର୍ଗତ ପୀଡ଼ାକଟା କେନାଲ ନିକଟରୁ ଏହାକୁ ଉଦ୍ଧାର କରାଯାଇଛି । କେନାଲ ନିକଟରେ ବଜ୍ରକାପ୍ତାକୁ ଦେଖିଥିଲେ ଗାଁ ଲୋକ । ଏହାର ଆନୁମାନିକ ଓଜନ ପ୍ରାୟ ୩…

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା…

ଅନନ୍ତନାଗରେ ସେନା ଏନକାଉଣ୍ଟର, ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ଲାରନୁ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୁତ୍ରରୁ ପ୍ରକାଶ ଯେ ଅନନ୍ତନାଗ ଜିଲ୍ଲାର ଲାରନୁ ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ…

କେନାଲକୁ ଓଲଟିଲା କାର୍‌; ୩ ମୃତ

କଟକ: କଟକ ସହରର ଉପକଣ୍ଠରେ ଥିବା ତେଲେଙ୍ଗାପେଣ୍ଠ ନିକଟସ୍ଥ କେନାଲକୁ ଏକ କାର୍ ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଓ ତାଙ୍କ ସାଙ୍ଗ ଗୌତମ ଦାସ ରହିଛନ୍ତି। ତେବେ ଏଯାବତ୍ ଅନ୍ୟ ଜଣଙ୍କର ପରିଚୟ…

ବସ୍-ବୋଲେରୋ ଧକ୍କାରେ ୭ ମୃତ ଓ ୩୦ରୁ ଅଧିକ ଆହତ

ଲକ୍ଷ୍ନୌ: ନବରାତ୍ରିରେ ଉତ୍ତରପ୍ରଦେଶ ପିଲଭିଟ୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୨ ଜଣ । ଆଜି ଭୋରରୁ ପିଲଭିଟ ଜିଲ୍ଲା ପୁରନପୁରରେ ଏହି ଦୁର୍ଘଟଣା ହୋଇଛି । ଲକ୍ଷ୍ନୌର ବସଟି ଯାତ୍ରୀଙ୍କୁ ନେଇ…

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୭-୧୦-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୭ ରିଖ ଶନିବାର  ତୁଳା୧ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ  ପ୍ରତିପଦା ତିଥି ଚିତ୍ରା ନକ୍ଷତ୍ର ତୁଳା  ଚନ୍ଦ୍ର  ଘାତ ବାର:- ବୃଷ ସିଂହ ଓ କନ୍ୟା ରାଶିର ଆଜି: ପାଣି କଖାରୁ ଖାଇବା ନିଷେଧ…

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ଶୀଘ୍ର ସ୍ଥିର କରିବେ ସରକାର: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କମିଟିର ରିପୋର୍ଟ ଆସିବା ପରେ ଖୁବ୍ ଶୀଘ୍ର ସରକାର ଝିଅ ମାନଙ୍କ ବିବାହର ସର୍ବନିମ୍ନ ବୟସ ସ୍ଥିର କରିପାରନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଖାଦ୍ୟ ଓ କୃଷି ସଙ୍ଗଠନର ୭୫ତମ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ…

“ଦ ହ୍ୱାଇଟ୍ ଟାଇଗର”ରେ ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: ନୂଆ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଫିଲ୍ମର ଟାଇଟଲ ରହିଛି 'ଦ ହ୍ୱାଇଟ୍ ଟାଇଗର' । ଏ ନେଇ ଖୋଦ ପ୍ରିୟଙ୍କା ସୋସିଆଲ ମିଡିଆରେ କନଫର୍ମ କରିବା ସହ ଫିଲ୍ମର ପୋଷ୍ଟର ବି ଶେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି…

‘ମୂକନାୟକ’ ଖବରକାଗଜର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇଆଇଏମ୍‍ସି ପକ୍ଷରୁ ଇ-ଆଲୋଚନାଚକ୍ର

ଢେଙ୍କାନାଳ: ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଗଣମାଧ୍ୟମରେ ଏଭଳି ଖବରର ସଂଖ୍ୟା ଆଶାଜନକ ନୁହେଁ । ଫଳରେ ଦେଶରେ ସମାନତା ଆସିପାରୁନି । ଏଣୁ ଗଣମାଧ୍ୟମ ଯତ୍ନବାନ ହୋଇ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।…