Latest Odisha News

BREAKING NEWS

ଗଙ୍ଗା ନଦୀ କରୋନା ସଂକ୍ରମିତ?

ନୂଆଦିଲ୍ଲୀ: ନିକଟରେ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଗଙ୍ଗା ନଦୀରେ କୁଢ କୁଢ ଶବ ଉଦ୍ଧାର କରାଯାଇଥିଲା। ଏହି ମୃତ ଶରୀରଗୁଡ଼ିକ ଅନ୍ୟ କାହାର ନୁହେଁ ବରଂ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଥିଲା ବୋଲି ଜଣାପଡ଼ିଥିଲା। ଏହାପରେ ଗଙ୍ଗା ନଦୀରେ କରୋନା ଭୂତାଣୁର ଉପସ୍ଥିତିକୁ ଆକଳନ…

ଏହି ରାଜ୍ୟରେ କୋହଳ ହେଲା କରୋନା କଟକଣା; ଜାରି ରହିବ ନାଇଟ୍‌ କର୍ଫ୍ୟୁ

ପାଟନା: ବିହାରରେ କୋହଳ ହେଲା କରୋନା କଟକଣା। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବିହାର ସରକାର କିଛି ମାତ୍ରାରେ କୋହଳ କରିଛନ୍ତି। ଏ ନେଇ ବିହାର ସିଏମ ନୀତୀଶ କୁମାର ଘୋଷଣା କରିଛନ୍ତି। ଆଗାମୀ ଏକ ସପ୍ତାହ ପାଇଁ ଏହି କଟକଣାକୁ କୋହଳ କରାଯାଇଛି। ସ୍ଥିତି ଦେଖି ପରବର୍ତ୍ତୀ…

ପ୍ରାଚୀ ନଦୀ ଅବବାହିକାର ଭିନ୍ନ ଏକ ପ୍ରାଚୀନ ତନ୍ତ୍ରପୀଠ ‘ବାରାହୀ ଦେଉଳ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅଷ୍ଟମ ଶତାବ୍ଦୀ ରୁ ଆରମ୍ଭ କରି ପଂଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ…

ଅକ୍ସିଜେନ ମକ୍ ଡ୍ରିଲ୍‌ ସମୟରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ!

ଆଗ୍ରା: ଅକ୍ସିଜେନ ମକ୍ ଡ୍ରିଲ୍‌ ସମୟରେ ଆଗ୍ରାର ଏକ ଡାକ୍ତରଖାନାରେ ଅତି କମ୍‌ରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିଏ ଅଧିକ ଅସୁରକ୍ଷିତ ଏବଂ କାହା ଅବସ୍ଥା ବେଶି ଗୁରୁତର ଅଛି ତାହା ଜାଣିବା ପାଇଁ ଅକ୍ସିଜେନ ମକ୍ ଡ୍ରିଲ କରାଯାଇଥିଲା। ଏହା କରିବା ପରେ ଅତି କମରେ ୨୨ ଜଣ…

ସହରାଞ୍ଚଳର ଉଠାଦୋକାନୀଙ୍କ ଲାଗି ୨୬ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋ‌ଷଣା କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ଅନେକ ଜନଜୀବନ ପ୍ରଭାବିତ ହୋଇଛି। ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି ସହରାଞ୍ଚଳର ଉଠାଦୋକାନୀ। ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ କ୍ଷତି…

ଆସନ୍ତା ମାସରେ ମହାକାଶ ଯିବେ ଆମାଜନ ମୁଖ୍ୟ ଜେଫ ବେଜୋସ

ନୂଆଦିଲ୍ଲୀ: ଆମାଜନ ପ୍ରତିଷ୍ଠାତା ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସ ମହାକାଶ ଯାତ୍ରା କରିବେ। ସେ ଆସନ୍ତା ଜୁଲାଇ ମାସ ୨୦ରେ ମହାକାଶ ଯିବେ। ତାଙ୍କ ସହିତ ତାଙ୍କ ଭାଇ ମାର୍କ ମଧ୍ୟ ମହାକାଶ ଯାତ୍ରା କରିବେ। ଆସନ୍ତା ମାସରେ ତାଙ୍କ ରକେଟ କମ୍ପାନୀ ବ୍ଲୁ ଅରିଜିନ୍‌ରୁ ପ୍ରଥମ…

ଶାଢ଼ୀ ପିନ୍ଧି ଗ୍ୟାସ୍ ସିଲିଣ୍ଡରରେ ଓ୍ୱାର୍କାଉଟ୍, ଲେଡି ବାହୁବଳିଙ୍କ ଭିଡିଓ ଦେଖନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯାଜପୁର ଜିଲ୍ଲାର ଜଣେ ବୋହୂ ଶାଢ଼ୀ ପିନ୍ଧି ସବୁ କାମ କରୁଛନ୍ତି । ଘୋଡ଼ା ଚଢ଼ିବାଠୁ ଆରମ୍ଭ କରି ଟ୍ରକ୍, ବସ୍ ଭଳି ଭାରିଯାନ ଚଳାଇବା । ବେଶ ଆରାମରେ ସବୁ କାମ କରି ପାରୁଛନ୍ତି ମହିଳା । ଠିକ୍ ସେମିତି ଶାଢ଼ୀ ପିନ୍ଧି ଜଣେ ମହିଳା ଗ୍ୟାସ୍ ସିଲିଣ୍ଡର ଜରିଆରେ…

କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍‌ କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ଅନ୍ୟ ତିନୋଟି ଆକାଉଣ୍ଟକୁ ମଧ୍ୟ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍‌ କରାଯାଇଛି। ଡିସେମ୍ବର ୨୦୨୦ ରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ…

‘ଟାଇମ୍ସ ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌’ ତାଲିକାରେ ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ରିୟା…

ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌ ୨୦୨୦ ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ର ୨୮ ବର୍ଷିୟା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିସ୍ ୟୁନିଭର୍ସ ୨୦୨୦ର, ତୃତୀୟ ରନର୍ ଅପ୍ ଆଡଲାଇନ୍ କାଷ୍ଟେଲିନୋ ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।…

ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ଶ୍ରମିକ ମୃତ

ପରଜଙ୍ଗ: ପରଜଙ୍ଗରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଶ୍ରମିକ ମୃତ । ଶ୍ରମିକଙ୍କୁ ଟାଟା ଏସି ଗାଡିରୁ ଘୋଷାଡି ନେଲା ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ କେନାଲ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ ଶ୍ରମିକ ଜଣଙ୍କ…