୧୧ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ ୟୁରୋ କପ, ଏଥର ୧୧ ଦେଶରେ ଖେଳାଯିବ
ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ଟୁର୍ଣ୍ଣାମେଂଟ ୧୧ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ସମୟ ଅନୁସାରେ ଏହା ରାତି ୧୨ଟା୩୦ରୁ ଆରମ୍ଭ ହେବ । ଆଜରବୈଜାନାର ବାକୁ, ଡେନମାର୍କର କୋପେନହେଗନ, ଇଂଲଣ୍ଡର ଲଣ୍ଡନ, ଜର୍ମାନୀର ମ୍ୟୁନିକ, ହଙ୍ଗେରୀର ବୁଡାପେଷ୍ଟ, ଇଟାଲୀର ରୋମ,…