Latest Odisha News

BREAKING NEWS

ସେପ୍ଟେମ୍ବରରେ ୪ଜି ଡାଉନଲୋଡ୍ ସ୍ପିଡ୍ ଚାର୍ଟରେ ସର୍ବାଗ୍ରେ ଜିଓ: ଟ୍ରାଇ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ସେପ୍ଟେମ୍ବର ୨୦୨୦ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଟାର୍ଟରେ ରିଲାଏନ୍ସ ଜିଓ ସବୁଠାରୁ ଆଗରେ ରହିଛି । ସେପ୍ଟେମ୍ବର ମାସରେ ଜିଓ ୧୯ ଦଶମିକ ୩ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଟ୍ରାଇ…

ଚ୍ୟାନେଲ ଦେଖିବା ପାଇଁ ଲୋକଙ୍କୁ ଟଙ୍କା ଦେଉଥିଲା ରିପବ୍ଲିକ୍ ଟିଭି: ସାକ୍ଷୀ

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ରିପବ୍ଲିକ୍ ଟିଭିର ଟିଆରପି ସ୍କାମ ଘଟଣା । ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ଚାରିଜଣ ସାକ୍ଷୀଙ୍କ ମଧ୍ୟରୁ ତିନିଜଣ ରଖିଛନ୍ତି ବିସ୍ଫୋରକ ବୟାନ। ସେମାନେ କହିଛନ୍ତି ଯେ ରିପବ୍ଲିକ୍ ଚ୍ୟାନେଲକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦେଖିବା…

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୌହାଟିରେ ୧୪୪ ଧାରା ଜାରି

ଗୌହାଟି: ଆତଙ୍କବାଦୀ ଆକ୍ରମଣ ନେଇ ଗୋଇନ୍ଦା ବିଭାଗର ଆଲର୍ଟ ପରେ ଗୌହାଟୀର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଗୌହାଟିରେ ୧୪୪ ଧାରା ଜାରି ହୋଇଛି। ଗୌହାଟିରେ ଡେପୁଟି କମିଶନର ରଣବୀର ଗୁରୁବାର ଏ ପ୍ରସଙ୍ଗରେ ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି । ଯେତେପର‌୍ୟ୍ୟନ୍ତ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୨୪୩ ଆକ୍ରାନ୍ତ, ୩୫୭ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬୮ ଜଣ…

ମୁମ୍ବାଇରୁ ଉତ୍ତରପ୍ରଦେଶ ସ୍ଥାନାନ୍ତରିତ ହେବ ଫିଲ୍ମ ସିଟି!!

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବା ନେଇ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ବଦନାମ ତଥା…

ପାର୍ବଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଖୋଲିବ ସିଲ ଦୋକାନ

ଭୁବନେଶ୍ୱର: ପାଖେଇ ଆସୁଛି ପର୍ବଣ। ପାର୍ବଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ କରି ସିଲ ହୋଇଥିବା ସମସ୍ତ ଦୋକାନ / ବାଣିଜ୍ୟିକ ପ୍ରତିଷ୍ଠାନ / ଅନୁଷ୍ଠାନକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ। ବିଏମସି ଟୁଇଟ୍ କରି ସୂଚନା ଦେଇଛି ଯେ,…

ଦେବାଳିଆ କଥାକୁ ଖଣ୍ଡନ କଲେ ଆଦିତ୍ୟ; ଦେଲେ ଏହି ସ୍ପଷ୍ଟୀକରଣ

ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ଆଦିତ୍ୟ ନାରାୟଣ ପଇସା ଅଭାବରୁ ଦେବାଳିଆ ହୋଇଯାଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆଦିତ୍ୟ। ଟେଲି ଚକରକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ଏହି ଖବରକୁ ଖଣ୍ଡନ…

ପୁଣି ବାଜି ମାରିଲା ଏୟାରଟେଲ୍‌; ଉତ୍କୃଷ୍ଟ ସେବା ପ୍ରଦାନ କରିବାରେ ସବୁଠୁ ଆଗରେ ଏୟାରଟେଲ୍‌

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ପୁଣି ଥରେ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଇଣ୍ଟରନେଟ୍ ସେବା ଯୋଗାଇବାରେ ସଫଳ ହୋଇଛି। ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ସହ ଜଡିତ ଚାରୋଟି ପ୍ରମୁଖ ବର୍ଗରେ ଥିବା ଟେଲିକମ୍ ଅପରେଟରମାନଙ୍କ ଅପେକ୍ଷା ଏୟାରଟେଲ୍ ଅଧିକ ପଏଣ୍ଟ…

ମଥୁରାରେ ହଟିବ ମସଜିଦ, ତିଆରି ହବ କୃଷ୍ଣ ମନ୍ଦିର!!

ମଥୁରା: ମଥୁରା କୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସହରର କୃଷ୍ଣ ଜନ୍ମଭୂମି ନିକଟରେ ଅବସ୍ଥିତ ଏକ ମସଜିଦ ହଟାଇବାକୁ ଏକ ନିବେଦନ ସ୍ୱୀକାର କରିଛନ୍ତି। ଗତ ମାସରେ, ମଥୁରା ସିଭିଲ କୋର୍ଟ ଇଦଗାହ ​​ମସଜିଦକୁ ହଟାଇବା ପାଇଁ ଦାଖଲ ହୋଇଥିବା ମକଦ୍ଦମାକୁ ଖାରଜ କରିଦେଇଥିଲେ। ଜିଲ୍ଲା ଜଜ୍ ସାଧନା…

୧୮ରେ ମୁକ୍ତିଲାଭ କରିବ ସବ୍ୟସାଚୀଙ୍କ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’

ଭୁବନେଶ୍ୱ‌ର: ଲକ୍‌ଡାଉନ୍‌କୁ ଆଧାର କରି ଏଥର ଦଶହରାରେ ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’। ତେବେ ଏହା ସିନେମା ହଲ୍‌ରେ ନୁହେଁ ବରଂ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଓ ତରଙ୍ଗ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବ। ଫିଲ୍ମଟି ୮ ତାରିଖ…