ଜାଣନ୍ତି କି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ପ୍ରିୟ ଗୀତ କ’ଣ?
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରିୟ ଗୀତ କଣ? ତେବେ ଇନଷ୍ଟାଗ୍ରାମରେ ଦୀପିକା ତାଙ୍କର ପ୍ରିୟ ଗୀତକୁ ନେଇ ଖୁଲାସା କରିଛନ୍ତି।
ମାର୍ଚ୍ଚ ୩୧ ବୁଧବାର ଦିନ ଦୀପିକା ପାଦୁକୋନ ଇନଷ୍ଟାଗ୍ରାମରେ ଏକ ନୂଆ ରିଲ ସେୟାର କରିଛନ୍ତି ଯେଉଁଠାରେ ସେ ତାଙ୍କ…