Latest Odisha News

BREAKING NEWS

ଆଜିଠୁ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ୪୫ ବର୍ଷରୁ ଅଧିକ ସମସ୍ତେ ଟିକା ନେଇ ପାରିବେ । ଏଥିପାଇଁ ଆଉ ମେଡିକାଲ୍ ସାର୍ଟିଫିକେଟ ଆବଶ୍ୟକ ନାହିଁ । ପରିଚୟ ପ୍ରମାଣପତ୍ର ଦେଖାଇ ସରକାର ଓ ଘରୋଇ ସେଣ୍ଟରରେ ଟିକା ନେଇପାରିବେ । ହିତାଧିକାରୀ ଅନଲାଇନ୍‌ କିମ୍ବା ଅନ୍‌-ଦି-ସ୍ପଟ୍‌…

ଅଳ୍ପଗଳ୍ପ :  ଉତ୍କଳ ଦିବସ

      ସୁପ୍ରିୟା ପଣ୍ଡା                 (୧) ଉତ୍କଳ ଦିବସ  ପାଳନ ହେବ ବୋଲି ସହରରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ। ସେଦିନ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ, ସେ ବିଷୟରେ ଅନେକ ଆଳାପ ଆଲୋଚନା ପରେ ଶେଷରେ ଜଣେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧ ତାରିଖ ଗୁରୁବାର ମୀନ ୧୯ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାର ତୁଳା ଓ କୁମ୍ଭ ରାଶିର ଆଜିର ଘାତ ଚନ୍ଦ୍ରସିଂହ କନ୍ୟା ଓ ମକର ରାଶି ମହିଳାଙ୍କର  ଆଜିର ନିଷେଧ…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ଘୁଂଚିଲା

ଭୁବନେଶ୍ୱର: ଝାଡଖଣ୍ଡ ସିମଡେଗାରେ ହେବାକୁ ଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏପ୍ରିଲ ୩ରୁ ଏହି ଚାମ୍ପିୟନଶିପ ଆରମ୍ଭ ହେବାର ଥିଲା । ଜଣେ କୋଚ ଏବଂ ୧୧ଜଣ ଖେଳାଳି କୋଭିଡ-୧୯ ସଂକ୍ରିମତ ଥିବା ଜଣାପଡିବା ପରେ ଏହି ପଦକ୍ଷେପ…

ପୁରୀ-ଗୁଣୁପୁର ମଧ୍ୟରେ ସ୍ୱତନ୍ତ୍ର ରେଳ ସେବା, ଏହି ସମୟରେ ଚାଲିବ ଟ୍ରେନ୍…

ଭୁବନେଶ୍ବର: ପୁରୀ ଏବଂ ଗୁଣୁପୁର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚାଲିବ । ଏପ୍ରିଲ ୨୨ ତାରିଖ ଠାରୁ ପୁରୀରୁ ଏବଂ ୨୩ ତାରିଖ ଠାରୁ ଗୁଣୁପୁରରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  …

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ…

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରତି ଏମ. ଭେଙ୍କିୟା ନାଇଡୁ । ଏପ୍ରିଲ ୨ରେ ସେ ଓଡ଼ିଶାରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ଉପରାଷ୍ଟ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ତଥା ସମାବର୍ତ୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ…

ରାମ୍ବୋରେ ଟାଇଗରଙ୍କ ସ୍ଥାନରେ ପ୍ରଭାସ କରିବେ ଲିଡ ରୋଲ !

ମୁମ୍ବାଇ: ସିଲଭେଷ୍ଟର ଷ୍ଟୋଲୋନଙ୍କ କ୍ଲାସିକ ଫିଲ୍ମ ରାମ୍ବୋର ହିନ୍ଦୀ ରିମେକରେ ଟାଇଗର ଶ୍ରଫଙ୍କ ସ୍ଥାନରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଏଂଟ୍ରି ହେବାକୁ ଯାଉଛି । ଅବଶ୍ୟ ଏହା ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ ନାହିଁ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ…

‘ୟୋ ୟୋ ଟେଷ୍ଟକୁ ପୂର୍ବରୁ ଲାଗୁ କରାଯାଇଥିଲେ ସଚିନ, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ପରି ଖେଳାଳି ପାଇ ନ ଥାନ୍ତୁ’

ମୁମ୍ବାଇ: ବିସିସିଆଇର ୟୋ ୟୋ ଟେଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ସେ କହିଛନ୍ତି ମୋ ମତରେ ଖେଳାଳି ନିକଟରେ ଦକ୍ଷତା ଥିବା ଜରୁରୀ । ତୁମେ ଯଦି ସମ୍ପୂର୍ଣ୍ଣ ଫିଟ ୧୧ ଖେଳାଳିଙ୍କୁ ଟିମର ନେବ ସେମାନେ ବି ସର୍ବଦା ମ୍ୟାଚ ଜିତାଇ ପାରିବେ…

ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣାରେ ୩ ଗିରଫ, ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା…

ବାଲିଗୁଡା: ହାତ୍ୟା ଘଟଣାର ପର୍ଦ୍ଦାଫାସ । ବାଲିଗୁଡା ଥାନା ରେବୀଙ୍ଗିଆ ନିକଟସ୍ଥ ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣା l ହତ୍ୟାକାଣ୍ଡ ଘଟଣାରେ ତିନି ଜଣକୁ ଗିରଫ କରିଛି ବାଲିଗୁଡା ପୋଲିସ l ଗିରଫ ଅଭିଯୁକ୍ତ ପଡି ଗାଁର ଅଜୁ ବଗର୍ତି, ବିପିନ ବଗର୍ତି ଓ ଭଇରା…

ନନ୍ଦିଗ୍ରାମରେ ୧୪୪ ଧାରା ଜାରୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଦ୍ୱିତୀୟ ପର୍ଯାୟ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟର ଗୁଣ୍ଡା ଆସି ଧମକାଉଥିବା ଅଭିଯୋଗ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଦାନ…