Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଉପରମୁହାଁ ଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୮,…

ବଳଙ୍ଗା ପୋଲିସକୁ ସଫଳତା, ଧରାପଡିଲା ଏକ ଡକାୟତ ଗ୍ୟାଙ୍ଗ, ୬ ଡକାୟତ ଗିରଫ 

ପୁରୀ: ପୁରୀ ବଳଙ୍ଗା ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ନାହାମାଙ୍ଗା ପାଟଣାରୁ ୬ ଜଣ ଡ଼କାୟତଙ୍କୁ ଧରିଛି ବଲଙ୍ଗା ପୋଲିସ  । ପିପିଲୀ ଉପନିର୍ବାଚନ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଟିମ ପେଟ୍ରୋଲିଂ କରୁଥିବା ବେଳେ ଡକାୟତ ଧରାପଡିଛନ୍ତି । ସ୍ଥାନୀୟ…

ପ୍ରଫେସର ଗଣେଶୀ ଲାଲଙ୍କୁ ନିଜର ୧ ବର୍ଷର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ନିଜର ୧ ବର୍ଷର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୨୦୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇ…

ଖୁବ୍ ଶୀଘ୍ର ଆରମ୍ଭ ହେବ ମାଧୁରୀ, ଅନୀଲଙ୍କ ତେଜାବର ରିମେକ୍‌

ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଅନୀଲ କାପୁର ଅଭିନୀତ ବହୁ ଚର୍ଚ୍ଚିତ ତେଜାବ ଫିଲ୍ମର ରିମେକର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହାର ରାଇଟ୍ସ ମୁରାଦ ଖେତାନୀ ହାତେଇବାରେ ସଫଳ ହୋଇଛନ୍ତି । ଭୁଲଭୁଲେୟାର୨ ପରେ ଖେତାନୀ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବେ ବୋଲି ସୂଚନା…

ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀଙ୍କ ହେଲା କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଗୁରୁବାର ଦିନ ରାମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରିଛି। ସୂଚନା ଅନୁଯାୟୀ ଏହି ଶିକ୍ଷାନୁଷ୍ଠାନରେ ଜଣେ ଶିକ୍ଷକ କରୋନା ରିପୋର୍ଟ ପଜିଟିଭ୍ ଆସିଥିବାରୁ ଏହି ପରୀକ୍ଷା…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ…

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରତି ଏମ. ଭେଙ୍କିୟା ନାଇଡୁ । ଏପ୍ରିଲ ୨ ଅର୍ଥାତ ଆସନ୍ତାକାଲି ସେ ଓଡ଼ିଶାରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ଉପରାଷ୍ଟ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ତଥା ସମାବର୍ତ୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ…

ଆଇପିଏଲକୁ ଛୁଇଁଲା କରୋନା ସଙ୍କଟ: ନୀତିଶ ରାଣାଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ ଏବେ କରୋନା ସଙ୍କଟ ଦେଖା ଦେଇଛି । ଆଇପିଏଲର ୮ ଦିନ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଗୋଆରେ ଛୁଟି କଟାଇବାରେ ପରେ ରାଣା ଦଳ…

୫ ରେ ମଞ୍ଚସ୍ଥ ହେବ ‘ସଫୋକ୍ଲିସଙ୍କ ରାଜା ଇଡିପସ’

ଭୁବନେଶ୍ୱର : ଏସ. ଏଚ ଫାଉଣ୍ଡେସନ ପକ୍ଷରୁ ଅଢେ଼ଇ ହଜାର ବର୍ଷ ତଳର ଗ୍ରୀକ ନାଟକ 'ସଫୋକ୍ଲିସଙ୍କ ରାଜା ଇଡିପସ' ଆସନ୍ତା ୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଯାଉଛି । ଏହି କାହାଣୀଟି ହଜାର ହଜାର ବର୍ଷ ତଳେ ପ୍ରାଚୀନ ଗ୍ରୀସ ଦେଶର ଥେବାଇ ନଗରୀ-ରାଜ୍ୟର ରାଜା…

ଏପ୍ରିଲ୍‌ ମାସରେ ସବୁଦିନ ଦିଆଯିବ କରୋନା ଟିକା

ନୂଆଦିଳ୍ଲୀ: ଏପ୍ରିଲ ମାସରେ ସମସ୍ତ ଦିନ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି। ଭାରତ ଗୁରୁବାର ଦିନ ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏଥିରେ ୪୫ ବର୍ଷରୁ ଅଧିକ ବୟସ୍କ…

ବିଏସ୍‌ଏଫ୍‌ ପାଇଁ ମନୋନୀତ ହେଲେ ଓଡ଼ିଆ ବୋହୂ ରୀନା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଜଣେ ଗୃହିଣୀ ନିଜ ଛଅ ବର୍ଷର ଛୁଆକୁ ଛାଡି ଏବେ ସୀମାକୁ ସୁରକ୍ଷା ଯୋଗାଇବେ। ରଙ୍ଗେଇଲୁଣ୍ଡା ବ୍ଲକର ବୟାଲି ଗାଁର ବାସିନ୍ଦା ରୀନା ନାୟକ (ବିଏସଏଫ)ରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ପରିବାରର ଦାୟିତ୍ , ଘର କାମ ଭିତରେ ବି ବହୁ ପରିଶ୍ରମ କରିବା ପରେ ରୀନା…