Latest Odisha News

BREAKING NEWS

ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ, ଗାଁ ମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ବର: ଗାଁ ମାଟିକୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିପାରିଛି ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର । ଗତକାଲି ସନ୍ଧ୍ୟାରେ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ…

ନିଜ ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌‌ କରଉଛି ମା ଭାଲୁ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ମା'ଟିଏ ସବୁବେଳ ନିଜ ଛୁଆକୁ ସୁରକ୍ଷା ଦେଇଥାଏ। ସେମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ମା ଭାଲୁ ତା ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌ କରାଇବା ପାଇଁ କେମିତି…

କଟକ ଚାଉଳିଆଗଞ୍ଜ ପୋଲିସକୁ ସଫଳତା, ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା 

କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ବଡ ସଫଳତା ମିଳିଛି । ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ୭ଟି ବନ୍ଧୁକ ସହ ୬୫ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୋଲିସର ସଫଳତା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ।…

ସ୍କୁଲରେ ହିଂସା: ଜଣେ ଛାତ୍ରକୁ ଅନ୍ଯଜଣେ ଛାତ୍ରର ଛୁରାମାଡ଼, ଆହତ ଛାତ୍ର ହସ୍ପିଟାଲରେ ଭର୍ତ୍ତି 

ପୁରୀ: ପୁରୀରେ ଅଘଟଣ । ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ଯାପୀଠ ସ୍କୁଲ ଗେଟ ନିକଟରେ ଘଟିଛି ଘଟଣା । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର…

ବ୍ୟଙ୍ଗ : ବିଦ୍ୟାନଗରୀ ଯୁବକ ସଂଘ

ଓଁ ଅଭିଜ୍ଞାନ ସାହୁ  ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ ବେଶି ଚାନ୍ଦା ଦେଉନାହାନ୍ତି । ରେଜାରେ ରେଜାରେ କାମ ଚଳେଇଦଉଛନ୍ତି । ଯେଉଁ ଜାଗାରେ ଯୁବକ ସଙ୍ଘ ଯେତେ ଷ୍ଟ୍ରଙ୍ଗ ସେ…

ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ ସନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ ରାଜଶ୍ରୀ ପ୍ରଡକ୍ସନ୍ସର ଆଗାମୀ ପ୍ରୋଜେକ୍ଟରେ ବଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି। ବୁଧବାର ଅଭିନେତା ଧର୍ମେନ୍ଦ୍ର ତାଙ୍କ ନାତି ରାଜବୀରଙ୍କୁ ତାଙ୍କ ପ୍ରଶଂସକଙ୍କ ସହ ପରିଚିତ କରାଇଥିଲେ ଏବଂ ତାଙ୍କ ଉପରେ ପ୍ରେମ ଏବଂ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର, ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ପଞ୍ଝାରେ ଡାକ୍ତର । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଡାକ୍ତର । କନ୍ଧମାଳ ଜ଼ିଲା ଫିରିଙ୍ଗିଆର ଡାକ୍ତର ନିଶିଥ ନିଶାଙ୍କ ମlଲୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପବ୍ଲିକ ହେଲଥ ଅଫିସର୍ ନିଶିଥ…

ଆସନ୍ତାକାଲିଠୁ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଦେଶରେ ଚାଲିଥିବା କରୋନା ଟିକାକରଣ କାର୍ଯ୍ୟକ୍ରମ ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଏପ୍ରିଲ ୧ ରୁ କରୋନା ଟିକା ଦେବାକୁ କୁହାଯାଇଛି। ଏହାପୂର୍ବରୁ,…

ତିନି ହାର୍ଡକର ନକ୍ସଲଙ୍କ ଆତ୍ମସମର୍ପଣ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ୮ ବର୍ଷ ଧରି ଥିଲେ ସକ୍ରିୟ 

ମାଲକାନଗିରି: ଲାଲଗୋଡର ଅନ୍ଧାରି ଦୁନିଆକୁ ଛାଡି ମୁଖ୍ୟଶ୍ରୋତକୁ ଫେରିଲେ ନକ୍ସଲ । ତିନି ହାର୍ଡକର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ଏମାନେ ସକ୍ରିୟ ଥିଲେ । ଏସ.ପି ରିସିକେଶ ଖିଲାରି ଓ ବିଏସଏଫ ଡିଆଇଜି ସଞ୍ଜୟ କୁମାର…

ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା 

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା ।  ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି…